ଚମ୍ପୁଆ ଏନଏସି ନିର୍ବାଚନ ପାଇଁ  ନାମାଙ୍କନ ପତ୍ର ଦାଖଲ ଶେଷ

କେନ୍ଦୁଝର:  କେନ୍ଦୁଝର ଜିଲ୍ଲାର ନବଗଠିତ ଚମ୍ପୁଆ ଏନଏସି ନିର୍ବାଚନ ପାଇଁ  ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି।୧୩ ୱାର୍ଡ ବିଶିଷ୍ଟ ଏନ୍ଏସିରେ ୫୪ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସବୁ ୱାର୍ଡରେ ପ୍ରାର୍ଥୀ ଦେଇଛନ୍ତି ବିଜେଡି ଓ ବିଜେପି। ସେହିପରି କଂଗ୍ରେସ ୧୧ଟି ୱାର୍ଡରେ ନାମାଙ୍କନ ପତ୍ର ଦାଖଲ କରିଛି। ଅନ୍ୟପକ୍ଷରେ ମଇଦାନରେ ୧୭ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି। ୯ ହଜାର ୫୦୮ ଜଣ ଭୋଟର୍ ନବଗଠିତ ଏନଏସି ନିର୍ବାଚନ ପାଇଁ ମତଦାନ କରିବେ। ସେପଟେ ନିର୍ବାଚନକୁ […]

chmpua

chmpua

Rakesh Mallick
  • Published: Sunday, 03 January 2016
  • Updated: 03 January 2016, 04:27 AM IST

Sports

Latest News

କେନ୍ଦୁଝର:  କେନ୍ଦୁଝର ଜିଲ୍ଲାର ନବଗଠିତ ଚମ୍ପୁଆ ଏନଏସି ନିର୍ବାଚନ ପାଇଁ  ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି।୧୩ ୱାର୍ଡ ବିଶିଷ୍ଟ ଏନ୍ଏସିରେ ୫୪ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସବୁ ୱାର୍ଡରେ ପ୍ରାର୍ଥୀ ଦେଇଛନ୍ତି ବିଜେଡି ଓ ବିଜେପି। ସେହିପରି କଂଗ୍ରେସ ୧୧ଟି ୱାର୍ଡରେ ନାମାଙ୍କନ ପତ୍ର ଦାଖଲ କରିଛି। ଅନ୍ୟପକ୍ଷରେ ମଇଦାନରେ ୧୭ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି। ୯ ହଜାର ୫୦୮ ଜଣ ଭୋଟର୍ ନବଗଠିତ ଏନଏସି ନିର୍ବାଚନ ପାଇଁ ମତଦାନ କରିବେ। ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ଚମ୍ପୁଆରେ କଡାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos