ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇଁ ରାଜ୍ୟ ସରକାର ଦାୟୀ: କୋଶଳ କ୍ରାନ୍ତି ଦଳ

ଝାରସୁଗୁଡା: ଚାଷୀ ଆତ୍ମହତ୍ୟା ଲାଗି ରାଜ୍ୟ ସରକାର ଦାୟୀ ବୋଲି କୋଶଳ କ୍ରାନ୍ତି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ରବିବାର ସ୍ଥାନୀୟ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରାଯାଇଛି। କୃଷି ପ୍ରତି ରାଜ୍ୟ ସରକାର ଉଚିତ ଧ୍ୟାନ ଦେଉ ନ ଥିବାରୁ ଏପରି ଅଭାବନୀୟ ଘଟଣା ବୃଦ୍ଧି ପାଉଛି ବୋଲି ଦଳ ମୁଖ୍ୟ ପରାମର୍ଶଦାତା ପ୍ରମୋଦ ମିଶ୍ର ଅଭିଯୋଗ କରିଛନ୍ତି। ବଢି ଚାଲିଥିବା ଚାଷୀ ଆତ୍ମହତ୍ୟା ପ୍ରତିବାଦରେ ଆଗାମୀ […]

jharsuguda

jharsuguda

Rakesh Mallick
  • Published: Sunday, 22 November 2015
  • Updated: 22 November 2015, 11:38 AM IST

Sports

Latest News

ଝାରସୁଗୁଡା: ଚାଷୀ ଆତ୍ମହତ୍ୟା ଲାଗି ରାଜ୍ୟ ସରକାର ଦାୟୀ ବୋଲି କୋଶଳ କ୍ରାନ୍ତି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ରବିବାର ସ୍ଥାନୀୟ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରାଯାଇଛି। କୃଷି ପ୍ରତି ରାଜ୍ୟ ସରକାର ଉଚିତ ଧ୍ୟାନ ଦେଉ ନ ଥିବାରୁ ଏପରି ଅଭାବନୀୟ ଘଟଣା ବୃଦ୍ଧି ପାଉଛି ବୋଲି ଦଳ ମୁଖ୍ୟ ପରାମର୍ଶଦାତା ପ୍ରମୋଦ ମିଶ୍ର ଅଭିଯୋଗ କରିଛନ୍ତି। ବଢି ଚାଲିଥିବା ଚାଷୀ ଆତ୍ମହତ୍ୟା ପ୍ରତିବାଦରେ ଆଗାମୀ ଦିନରେ ସମାବେଶ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ସମାବେଶ ଜରିଆରେ କୋଶଳ ପ୍ରଦେଶ ଗଠନ ଦାବିକୁ ଆହୁରି ବ୍ୟାପକ କରିଯିବ ବୋଲି ସେ କହିଥିଲେ। ଏଥିରେ ସ୍ଥାନୀୟ ବିଧାୟକ ଓ ସାଂସଦମାନଙ୍କୁ ସାମିଲ ହେବାକୁ ନେଇ ସେ ଆହ୍ୱାନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos