ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୟୁନିସେଫ୍‌ ଦକ୍ଷିଣ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ

ଭୁବନେଶ୍ୱର:  ୟୁନିସେଫ ଦକ୍ଷିଣ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ କାରିନ ହଲସଫ ମଙ୍ଗଳବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ୱାସ୍ଥ୍ୟ, ଶିକ୍ଷା ଓ ପୁଷ୍ଟି ବିଷୟରେ ଆଲୋଚନା କରିଛନ୍ତି। ପୁଷ୍ଟି କାର୍ଯ୍ୟକ୍ରମ ସଠିକ୍ ଭାବେ ଚାଲିବା ସହିତ ଗ୍ରାମାଞ୍ଚରେ ଅଧିକ ଲୋକ ପାଇଖାନା ବ୍ୟବହାର କରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ଏହା ସହିତ ରାଜ୍ୟରେ ଅନୁସୂଚିତ ଜନଜାତି ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକମାନଙ୍କୁ ଉପଯୁକ୍ତ ତାଲିମ ଦେବା ଉପରେ କାରିନ ଗୁରୁତ୍ୱ ଦେଇଛନ୍ତି।

chif minister

chif minister

Rakesh Mallick
  • Published: Wednesday, 16 March 2016
  • Updated: 16 March 2016, 05:46 AM IST

Sports

Latest News

ଭୁବନେଶ୍ୱର:  ୟୁନିସେଫ ଦକ୍ଷିଣ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ କାରିନ ହଲସଫ ମଙ୍ଗଳବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ୱାସ୍ଥ୍ୟ, ଶିକ୍ଷା ଓ ପୁଷ୍ଟି ବିଷୟରେ ଆଲୋଚନା କରିଛନ୍ତି। ପୁଷ୍ଟି କାର୍ଯ୍ୟକ୍ରମ ସଠିକ୍ ଭାବେ ଚାଲିବା ସହିତ ଗ୍ରାମାଞ୍ଚରେ ଅଧିକ ଲୋକ ପାଇଖାନା ବ୍ୟବହାର କରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ଏହା ସହିତ ରାଜ୍ୟରେ ଅନୁସୂଚିତ ଜନଜାତି ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକମାନଙ୍କୁ ଉପଯୁକ୍ତ ତାଲିମ ଦେବା ଉପରେ କାରିନ ଗୁରୁତ୍ୱ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos