ପାଠପଢ଼ିବାକୁ ତାଗିଦ କରାଯିବାରୁ ୫ମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଦାଶରଥିପୁର ଗାଁରେ ପାଠପଢ଼ା ତାଗିଦକୁ ସହି ନ ପାରି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ମୃତ ଛାତ୍ରୀ ଶୂନ୍ୟଲତା ମହାନ୍ତଙ୍କୁ ତାଙ୍କ ମା’ ପାଠପଢ଼ା ନେଇ ଗାଳି କରିଥିଲେ। ଏହା ପରେ ସେ ପାଠପଢ଼ିବା ପାଇଁ ତାଙ୍କ କୋଠରୀକୁ ଚାଲି ଯାଇଥିଲେ। ଖାଇବା ସମୟରେ ତାଙ୍କୁ ଡାକ ପକା ଯାଇଥିଲା। କିନ୍ତୁ ସେ ଶୁଣି ନ […]

kendujhar

kendujhar

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 10:30 AM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଦାଶରଥିପୁର ଗାଁରେ ପାଠପଢ଼ା ତାଗିଦକୁ ସହି ନ ପାରି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଗତକାଲି ସନ୍ଧ୍ୟାରେ ମୃତ ଛାତ୍ରୀ ଶୂନ୍ୟଲତା ମହାନ୍ତଙ୍କୁ ତାଙ୍କ ମା’ ପାଠପଢ଼ା ନେଇ ଗାଳି କରିଥିଲେ। ଏହା ପରେ ସେ ପାଠପଢ଼ିବା ପାଇଁ ତାଙ୍କ କୋଠରୀକୁ ଚାଲି ଯାଇଥିଲେ। ଖାଇବା ସମୟରେ ତାଙ୍କୁ ଡାକ ପକା ଯାଇଥିଲା। କିନ୍ତୁ ସେ ଶୁଣି ନ ଥିଲେ। ପରେ ଘର ଲୋକେ ତାଙ୍କୁ ବେକରେ ଓଢ଼ଣିରେ ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ପୋଲିସ୍ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story