ଚିଲିକାରେ ସରିଲା ଡଲଫିନ୍ ଗଣନା, ପରେ ପ୍ରକାଶ କରାଯିବ ସଂଖ୍ୟା

ବ୍ରହ୍ମଗିରି: ବନ୍ୟାପ୍ରାଣୀ ବିଭାଗ ପକ୍ଷରୁ ଆଜି ଚିଲିକା ହ୍ରଦରେ ବିରଳ ଇରାୱାଡି ପ୍ରଜାତିର ଡଲଫିନ୍‌ର ଗଣନା କାର୍ଯ୍ୟ କରାଯାଇଛି। ତେବେ ସଂଖ୍ୟା ପ୍ରକାଶ କରାଯାଇନାହିଁ। ଭିତରକନିକା ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଡଲଫିନ୍ ଗଣନା ସରିବା ପରେ ଏକା ସାଙ୍ଗରେ ପ୍ରକାଶିତ ହେବ ଏଠାରେ ଥିବା ଡିଲଫିନ୍‌ଙ୍କ ସଂଖ୍ୟ। ଆଜି ସାକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଡଲଫିନ୍ ଗଣନା କରାଯାଇଥିଲା ବୋଲି ଡିଏଫଓ ବିକାଶ ରଂଜନ ଦାସ ସୂଚନା ଦେଇଛନ୍ତି। ଜାପାନୀ […]

dalphin-in odishA

dalphin-in odishA

Rakesh Mallick
  • Published: Friday, 12 February 2016
  • Updated: 12 February 2016, 03:26 PM IST

ବ୍ରହ୍ମଗିରି: ବନ୍ୟାପ୍ରାଣୀ ବିଭାଗ ପକ୍ଷରୁ ଆଜି ଚିଲିକା ହ୍ରଦରେ ବିରଳ ଇରାୱାଡି ପ୍ରଜାତିର ଡଲଫିନ୍‌ର ଗଣନା କାର୍ଯ୍ୟ କରାଯାଇଛି। ତେବେ ସଂଖ୍ୟା ପ୍ରକାଶ କରାଯାଇନାହିଁ। ଭିତରକନିକା ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଡଲଫିନ୍ ଗଣନା ସରିବା ପରେ ଏକା ସାଙ୍ଗରେ ପ୍ରକାଶିତ ହେବ ଏଠାରେ ଥିବା ଡିଲଫିନ୍‌ଙ୍କ ସଂଖ୍ୟ। ଆଜି ସାକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଡଲଫିନ୍ ଗଣନା କରାଯାଇଥିଲା ବୋଲି ଡିଏଫଓ ବିକାଶ ରଂଜନ ଦାସ ସୂଚନା ଦେଇଛନ୍ତି। ଜାପାନୀ ପଦ୍ଧତ୍ତି ଲାଇନ ଟ୍ରାକିଂ ସର୍ଭେ ଅନୁସାରେ ଏହି ଗଣନା କରାଯାଇଛି।

ଡଲଫିନ୍ ଗଣନା ପାଇଁ ଚିଲିକା ଜଳରାଶିଙ୍କୁ ୪ ଭାଗରେ ବିଭକ୍ତ କରାଯାଇଥିଲା। ୮୦ଜଣ ଗଣନାକାରୀ ୧୮ଟି ଦଳରେ ବିଭକ୍ତ ହୋଇ ଗଣନା କରିଥିଲେ। ଏଥିରେ ବନ୍ୟପ୍ରାଣୀ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଓୟୁଏଟି ଛାତ୍ରଛାତ୍ରୀ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ରହିଥିଲେ।

ସୂଚନାଯୋଗ୍ୟ, ୨୦୧୪ରେ ଚିଲିକାରେ ୧୪୨ଟି ଡଲଫିନ୍ ରହିଥିଲେ। ତେବେ ୨୦୧୫ରେ ସଂଖ୍ୟା ପ୍ରକାଶ କରାଯାଇ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story