ସିଏମ୍‌ସି ୨୧ ନମ୍ବର ୱାର୍ଡ ଉପନିର୍ବାଚନ: ପ୍ରାର୍ଥୀ ଘୋଷଣା କଲେ କଂଗ୍ରେସ ଓ ବିଜେପି

କଟକ: କଟକ ମହାନଗର ନିଗମ (ସିଏମ୍‌ସି)ର ୨୧ ନମ୍ବର ୱାର୍ଡରେ ଆସନ୍ତା ଜୁନ ୩ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି କଂଗ୍ରେସ ଓ ବିଜେପି ଏଥିପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। କଂଗ୍ରେସ ପକ୍ଷରୁ ଗୌରୀ ଦାସ ଓ ବିଜେପି ପକ୍ଷରୁ ପଦ୍ମିନୀ ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି। ଗୌରୀ କଂଗ୍ରେସର ନୂଆ ଚେହେରା ହୋଇଥିବା ବେଳେ ବିଜେପି ପୂର୍ବ ନିର୍ବାଚନର ପରାଜିତ ପ୍ରାର୍ଥୀ ପଦ୍ମିନୀଙ୍କ ଉପରେ ଭରସା କରିଛି। ଅନ୍ୟପଟେ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ […]

gouri-das

gouri-das

Rakesh Mallick
  • Published: Sunday, 15 May 2016
  • Updated: 15 May 2016, 10:55 AM IST

Sports

Latest News

[caption id="attachment_83376" align="alignleft" width="150"]gouri-das କଂଗ୍ରେସ ପ୍ରାର୍ଥୀ ଗୌରୀ ଦାସ[/caption]

କଟକ: କଟକ ମହାନଗର ନିଗମ (ସିଏମ୍‌ସି)ର ୨୧ ନମ୍ବର ୱାର୍ଡରେ ଆସନ୍ତା ଜୁନ ୩ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି କଂଗ୍ରେସ ଓ ବିଜେପି ଏଥିପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। କଂଗ୍ରେସ ପକ୍ଷରୁ ଗୌରୀ ଦାସ ଓ ବିଜେପି ପକ୍ଷରୁ ପଦ୍ମିନୀ ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି। ଗୌରୀ କଂଗ୍ରେସର ନୂଆ ଚେହେରା ହୋଇଥିବା ବେଳେ ବିଜେପି ପୂର୍ବ ନିର୍ବାଚନର ପରାଜିତ ପ୍ରାର୍ଥୀ ପଦ୍ମିନୀଙ୍କ ଉପରେ ଭରସା କରିଛି। ଅନ୍ୟପଟେ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ।

ରାସନକାର୍ଡ ତାଲିକାରେ ନାଁ ଥିବା ଅଭିଯୋଗ ଆସିବା ପରେ କଟକର ମେୟର ପଦରୁ ଇସ୍ତଫା ଦେଇଥିଲେ ବିଜେଡି ନେତ୍ରୀ ଅନୀତା ବେହେରା। ଏହା ସହିତ ସେ କର୍ପୋରେଟର ପଦ ବି ଛାଡ଼ି ଥିଲେ। ଫଳରେ ୨୧ ନମ୍ବର ୱାର୍ଡର କର୍ପୋରେଟର ପଦବୀ ଖାଲି ପଡ଼ିଥିଲା।

ଏହି ଉପନିର୍ବାଚନ ପାଇଁ ମେ’ ୧୬, ୧୭ ଓ ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯିବ। ୨୦ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ।  ୨୩ ତାରିଖରେ ନାମାଙ୍କନ ପତ୍ର  ପ୍ରତ୍ୟାହାର କରିପାରିବେ ଇଚ୍ଛୁକ ପ୍ରାର୍ଥୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story