ନବୀନଙ୍କୁ ଚାଷୀ ଚିନ୍ତା: କହିଲେ, ସମସ୍ୟାର ସମାଧାନ କରିବେ ଜିଲ୍ଲାପାଳ

ପିପିଲି: ଚାଷୀଙ୍କ ସମସ୍ୟାର ସମାଧାନ ଓ ସେମାନଙ୍କ ଉନ୍ନତି ପ୍ରତି ରାଜ୍ୟ ସରକାର ସବୁ ବେଳେ ପ୍ରାୟାସ କରୁଛନ୍ତି। ଚାଷୀ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲିର ଲକ୍ଷ୍ମୀନାରାୟଣପୁରରେ ଅକ୍ଷିମୁଠି ଅନୁକୂଳ କରିବା ସହ ରାଜ୍ୟସ୍ତରୀୟ କୃଷକ ଦିବସ ସମାବେଶ ଯୋଗ ଦେଇ ତାଙ୍କ ସରକାର କୃଷି ଓ କୃଷକଙ୍କୁ ଅଗ୍ରାଧିକାର ଦେଉଥିବା କଥାକୁ ପୁଣି ଦୋହରାଇଛନ୍ତି। ଏହାସହ ଚାଷୀଙ୍କ ସୁବିଧା ଲାଗି ସରକାର ନେଇଥିବା […]

naveen

naveen

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 11:22 PM IST

Sports

Latest News

ପିପିଲି: ଚାଷୀଙ୍କ ସମସ୍ୟାର ସମାଧାନ ଓ ସେମାନଙ୍କ ଉନ୍ନତି ପ୍ରତି ରାଜ୍ୟ ସରକାର ସବୁ ବେଳେ ପ୍ରାୟାସ କରୁଛନ୍ତି। ଚାଷୀ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପିପିଲିର ଲକ୍ଷ୍ମୀନାରାୟଣପୁରରେ ଅକ୍ଷିମୁଠି ଅନୁକୂଳ କରିବା ସହ ରାଜ୍ୟସ୍ତରୀୟ କୃଷକ ଦିବସ ସମାବେଶ ଯୋଗ ଦେଇ ତାଙ୍କ ସରକାର କୃଷି ଓ କୃଷକଙ୍କୁ ଅଗ୍ରାଧିକାର ଦେଉଥିବା କଥାକୁ ପୁଣି ଦୋହରାଇଛନ୍ତି। ଏହାସହ ଚାଷୀଙ୍କ ସୁବିଧା ଲାଗି ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

ସେ ଆହୁରି କହିଥିଲେ,“ଚଳିତବର୍ଷ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟରେ ସୁନା ଫସଲ ହେଉ ବୋଲି ମୁଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।”

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ସମାବେଶରେ ଯୋଗଦେଇ ରାଜ୍ୟ ସରକାର କୃଷିଋଣ ଛାଡ଼ ସହ କୃଷକଙ୍କୁ ଜୀବନ ବୀମାରେ ସାମିଲ କରିବାକୁ ବିଚାର କରୁଛନ୍ତି ବୋଲି କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ବିଧାୟକ ସମୀର ଦାସ, ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ କୃଷି ବିଭାଗ ଦ୍ୱାରା ଆୟୋଜିତ ଏହି ସମାବେଶ ବହୁ ସଂଖ୍ୟାରେ ଚାଷୀ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story