ଢେଙ୍କାନାଳରେ ଦୁଷ୍କର୍ମର ଶିକାର ଯୁବତୀଙ୍କୁ ଭେଟିଲେ କଂଗ୍ରେସ କର୍ମକର୍ତ୍ତା

କଟକ: ଢେଙ୍କାନାଳରେ ଦୁଷ୍କର୍ମର ଶିକାର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କୁ ଆଜି ପ୍ରଦେଶ କଂଗ୍ରେସ କମିଟିର କର୍ମକର୍ତ୍ତାମାନେ  ଭେଟିଥିଲେ। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ କଟକ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନାଙ୍କ ସହ ୧୦ ଜଣିଆ ଟିମ୍ ପୀଡିତାଙ୍କୁ ଭେଟିବା ସହିତ ତାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ମେଡିକାଲରେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଉ ନ ଥିବା କଂଗ୍ରେସର ଏହି ପ୍ରତିନିଧି […]

ctc

ctc

Rakesh Mallick
  • Published: Friday, 09 December 2016
  • Updated: 09 December 2016, 02:26 PM IST

Sports

Latest News

କଟକ: ଢେଙ୍କାନାଳରେ ଦୁଷ୍କର୍ମର ଶିକାର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କୁ ଆଜି ପ୍ରଦେଶ କଂଗ୍ରେସ କମିଟିର କର୍ମକର୍ତ୍ତାମାନେ  ଭେଟିଥିଲେ। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ କଟକ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନାଙ୍କ ସହ ୧୦ ଜଣିଆ ଟିମ୍ ପୀଡିତାଙ୍କୁ ଭେଟିବା ସହିତ ତାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ମେଡିକାଲରେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଉ ନ ଥିବା କଂଗ୍ରେସର ଏହି ପ୍ରତିନିଧି ଦଳ ଅଭିଯୋଗ କରିଛି।

ସସ୍ମିତା ବେହେରା କହିଛନ୍ତି,“ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଙ୍କୁ ଆମେ ଭେଟିଲୁ। ତାଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ସେବା ସନ୍ତୋଷଜନକ ନୁହେଁ। ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos