ଓମ୍‌ଫେଡ୍‌ କାର୍ଯ୍ୟାଳୟ ଆଗରେ ଦୁଗ୍ଧ ଚାଷୀଙ୍କ ବିକ୍ଷୋଭ

ଭୁବନେଶ୍ୱର: କ୍ଷୀର ଦର ବୃଦ୍ଧିରେ ପୁଣି ତାତିଲେ ଦୁଗ୍ଧ ଚାଷୀ। ଆଜି ଶତାଧିକ ଦୁଗ୍ଧ ଚାଷୀ ଭୁବନେଶ୍ୱର ସହିଦନଗର ଓମ୍‌ଫେଡ୍‌ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ଅଫିସ୍‌ ଆଗରେ କ୍ଷୀର ଢ଼ାଳି ବ୍ୟାପକ ଭଙ୍ଗାରୁଜା କରିଥିଲେ। ପରେ ଗରିବ ଲୋକଙ୍କୁ କ୍ଷୀର ବାଣ୍ଟି ଥିଲେ। ଏପରିକି ମଧ୍ୟାହ୍ନ ଭୋଜନରେ କ୍ଷୀରକୁ ସାମିଲ, ଦୁଗ୍ଧ ଚାଷୀଙ୍କୁ ବାର୍ଷିକ ୧ ପ୍ରତିଶତ ଋଣ, ଆଇସିଡିଏସ୍‌ରେ କ୍ଷୀର ଓ ପନିର ଯୋଗାଇଦେବାକୁ ଚାଷୀମାନେ ଦାବି କରିଥିଲେ।

milk farmar

milk farmar

Rakesh Mallick
  • Published: Monday, 03 April 2017
  • Updated: 03 April 2017, 10:22 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story