ସାରା ରାଜ୍ୟରେ ଆହୁରି ୨୪ଘଣ୍ଟା ଜାରି ରହିବ ଶୀତର ପ୍ରକୋପ

ଭୁବନେଶ୍ୱର: ହାଡ଼ ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ।ଏହି ପ୍ରକୋପ ଆହୁରି ୨୪ ଘଣ୍ଟା ଜାରି ରହିବ। ସୋମବାର ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ ବିଭାଗ।

ଅନ୍ୟପକ୍ଷରେ ଫୁଲବାଣୀରେ ସର୍ବନିମ୍ନ ୪.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ବେଳେ ସୁନ୍ଦରଗଡ଼  ଓ ଦାରିଙ୍ଗବାଡ଼ିରେ ୬.୦, ହୀରାକୁଦ, ବାରିପଦା ଟିଟିଲାଗଡ଼ରେ ୭.୦, ଭବାନୀପାଟଣାରେ ୭.୨ ଝାରସୁଗୁଡ଼ାରେ ୭.୪, ସମ୍ୱଲପୁର, ବଲାଙ୍ଗିରରେ ୮.୫, କୋରାପୁଟରେ ୯.୦ , ବାଲେଶ୍ୱରରେ୧୦.୨ ଓ ଢେଙ୍କାନାଳରେ ୧୦.୩ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ତାଳଚେରରେ ୧୧.୫, କଟକରେ ୧୨.୦,ଚାନ୍ଦବାଲିରେ ୧୨.୪,ଭୁବନେଶ୍ୱରରେ ୧୨.୯ ତାପମାତ୍ରା ଥିବା ବେଳେ ପାରାଦୀପରେ ୧୩.୫, ପୁରୀ ଓ ମାଲକାଗିରିରେ୧୩.୬ ତାପମାତ୍ରା ଥିବା ବେଳେ ଗୋପାଳପୁରରେ ୧୫.୦ ତାପମାତ୍ରା ଥିଲା।

ଆହୁରି ପଢ଼ନ୍ତୁ

ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ

ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ?

ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି

୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର

ଏଠି ରାତିରେ ଟଣା ହୁଏ ରଥ

“ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ”

ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌

ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି

ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା

କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ

‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ

‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’