କଟକ ମେୟର ନିର୍ବାଚନକୁ ନେଇ ବଢୁଛି ରାଜନୈତିକ ଉଷ୍ମତା

କଟକ: ୨୨ ତାରିଖରେ କଟକ ମେୟର ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢୁବାରେ ଲାଗିଛି। ଏହି ପଦ ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୩ ଜଣ ଆଶାୟୀ ଦୌଡ଼ରେ ଅଛନ୍ତି। ସେମାନେ ହେଲେ ୩୯ ନମ୍ୱର ୱାର୍ଡର ସୁଲୋଚନା ସେଠୀ, ୪୫ ନମ୍ୱର ୱାର୍ଡର ମିନାକ୍ଷୀ ବେହେରା ଏବଂ ୫୧ ନମ୍ୱର ୱାର୍ଡର ମମତା ବେହେରା। ତେବେ ମମତାଙ୍କ ନାଁ ମଧ୍ୟ ରାସନକାର୍ଡ ତାଲିକାରେ ଥିଲା। ତେଣୁ ତାଙ୍କୁ ଏଥିରୁ ବାଦ ଦିଆଯିବା ଏକପ୍ରକାର ନିଶ୍ଚିତ ଜଣାପଡୁଛି। ସୁଲୋଚନା ସେଠୀ  ଓ ମୀନାକ୍ଷୀ ବେହେରାଙ୍କ ମଧ୍ୟରୁ ଜଣକୁ ଏହି ପଦ ମିଳିବା ସମ୍ଭାବନା ରହିଛି। ଅନୀତା ବେହେରାଙ୍କ ଇସ୍ତଫା ପରେ ଗତ ମାସ ୨୯ ତାରିଖରୁ କଟକ ମେୟର ପଦ ଖାଲିପଡ଼ିଛି।

ତେବେ ମେୟର ଦୌଡରେ ଥିବା ୩ ଆଶାୟୀ ଦଳୀୟ ସଭାପତି ଯେଉଁ ନିଷ୍ପତ୍ତି ନେବା ତାହାକୁ ମାନିବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ

ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ

ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ?

ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି

୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର

ଏଠି ରାତିରେ ଟଣା ହୁଏ ରଥ

“ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ”

ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌

ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି

ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା

କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ

‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ

‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’