କଟକ: କାଠଯୋଡ଼ି ନଦୀରେ ବୁଡ଼ି ଯୁବକ ମୃତ

କଟକ: କଟକ ଜିଲ୍ଲା ହନୁମାନ ଗଡ଼ା ଅଞ୍ଚଳରେ କାଠଯୋଡ଼ି ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କ ମୃ‌ତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ କଟକ ନିମଚୌରି ଅଞ୍ଚଳର ମଣ୍ଟୁ ଦଳାଇ। ମଣ୍ଟୁ ନିଜ ଦୁଇ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ଖସି ଯାଇଥିବାରୁ ସେ ବୁଡ଼ିଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଓଡ୍ରାଫ ତଥା ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ପ୍ରାୟ ୧ ଘଣ୍ଟା ପରେ ପାଣିରୁ ମଣ୍ଟୁଙ୍କ ମୃତଦେହ […]

cuttack

cuttack

Rakesh Mallick
  • Published: Monday, 24 October 2016
  • Updated: 24 October 2016, 08:16 PM IST

Sports

Latest News

କଟକ: କଟକ ଜିଲ୍ଲା ହନୁମାନ ଗଡ଼ା ଅଞ୍ଚଳରେ କାଠଯୋଡ଼ି ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କ ମୃ‌ତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ କଟକ ନିମଚୌରି ଅଞ୍ଚଳର ମଣ୍ଟୁ ଦଳାଇ। ମଣ୍ଟୁ ନିଜ ଦୁଇ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ଖସି ଯାଇଥିବାରୁ ସେ ବୁଡ଼ିଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଓଡ୍ରାଫ ତଥା ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ପ୍ରାୟ ୧ ଘଣ୍ଟା ପରେ ପାଣିରୁ ମଣ୍ଟୁଙ୍କ ମୃତଦେହ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos