ନରସିଂହପୁରରେ ୩୦ ବଖରା ପାଉଁଶ

କଟକ: କଟକ ଜିଲ୍ଲା ନରସିଂହପୁର ଚଷାବାରବାଟୀ ଗାଁରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୩୦ ବଖରା ପାଉଁଶ ହୋଇଯାଇଛି। ବାଲିଝରି ଓ ନରସିଂହପୁରରୁ ଅଗ୍ନିଶମ କର୍ମଚାରୀମାନେ ଯାଇ ନିଆଁକୁ ଆୟତ୍ତ କରିଥିଲେ। ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି। ମାତ୍ର ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି।

narasinghapu-fire

narasinghapu-fire

Rakesh Mallick
  • Published: Sunday, 05 March 2017
  • Updated: 05 March 2017, 06:39 PM IST

Sports

Latest News

କଟକ: କଟକ ଜିଲ୍ଲା ନରସିଂହପୁର ଚଷାବାରବାଟୀ ଗାଁରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୩୦ ବଖରା ପାଉଁଶ ହୋଇଯାଇଛି। ବାଲିଝରି ଓ ନରସିଂହପୁରରୁ ଅଗ୍ନିଶମ କର୍ମଚାରୀମାନେ ଯାଇ ନିଆଁକୁ ଆୟତ୍ତ କରିଥିଲେ। ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି। ମାତ୍ର ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos