କଟକ ଷ୍ଟେସନରୁ ୪ ଦାଦନ ଶ୍ରମିକ ଉଦ୍ଧାର

କଟକ: ଦାଦନ ଖଟିବା ଲାଗି ବାହାର ରାଜ୍ୟକୁ ଯିବାକୁ ଉଦ୍ୟମ କରୁଥିବା ବେଳେ କଟକ ରେଳ ଷ୍ଟେସନରୁ ୪ ନାବାଳକକୁ ଚାଇଲ୍ଡଲାଇନ ଉଦ୍ଧାର କରିଛି। ସମସ୍ତେ କେନ୍ଦୁଝର ଜିଲ୍ଲା କଙ୍କଡ଼ାପଡ଼ା ଅଞ୍ଚଳର। ଚାଇଲ୍ଡଲାଇନ କର୍ମକର୍ତ୍ତାଙ୍କ କହିବାନୁସାରେ ଏହି ପିଲାମାନଙ୍କୁ ଜଗତସିଂହପୁର ଅଞ୍ଚଳର କୃଷ୍ଣଚନ୍ଦ୍ର ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଚାଲାଣ କରୁଥିବା ବେଳେ ଖବର ପହଞ୍ଚିଥିଲା। ଏନେଇ କଟକ ରେଳବାଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସଂପୃକ୍ତ ଦଲାଲକୁ ପୋଲିସ ହେପାଜତକୁ ଆଣିଛି।

dadn

dadn

Rakesh Mallick
  • Published: Tuesday, 22 December 2015
  • Updated: 22 December 2015, 02:37 AM IST

Sports

Latest News

କଟକ: ଦାଦନ ଖଟିବା ଲାଗି ବାହାର ରାଜ୍ୟକୁ ଯିବାକୁ ଉଦ୍ୟମ କରୁଥିବା ବେଳେ କଟକ ରେଳ ଷ୍ଟେସନରୁ ୪ ନାବାଳକକୁ ଚାଇଲ୍ଡଲାଇନ ଉଦ୍ଧାର କରିଛି। ସମସ୍ତେ କେନ୍ଦୁଝର ଜିଲ୍ଲା କଙ୍କଡ଼ାପଡ଼ା ଅଞ୍ଚଳର। ଚାଇଲ୍ଡଲାଇନ କର୍ମକର୍ତ୍ତାଙ୍କ କହିବାନୁସାରେ ଏହି ପିଲାମାନଙ୍କୁ ଜଗତସିଂହପୁର ଅଞ୍ଚଳର କୃଷ୍ଣଚନ୍ଦ୍ର ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଚାଲାଣ କରୁଥିବା ବେଳେ ଖବର ପହଞ୍ଚିଥିଲା।

ଏନେଇ କଟକ ରେଳବାଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସଂପୃକ୍ତ ଦଲାଲକୁ ପୋଲିସ ହେପାଜତକୁ ଆଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story