କଟକ: ଅଶୁରେଶ୍ୱର ଉପ ଡାକଘରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଶୁରେଶ୍ୱର ଉପ ଡାକଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଛି। ଉପ ଡାକଘର ମୁଖ୍ୟ ଦ୍ୱାର ତଥା ଡାକଘର ପରିସରରେ ଥିବା ପାୱାର ଜେନେରଟର ପୋଡ଼ି ଛାରଖାର ହୋଇଯାଇଛି। ଏହି ଅଗ୍ନିକାଣ୍ଡ ପଛରେ ଦୁର୍ବୃତ୍ତଙ୍କ ହାତ ଥିବା ଅଭିଯୋଗ ହୋଇଛି। ଏ ନେଇ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।

agnikanda

agnikanda

Rakesh Mallick
  • Published: Saturday, 28 November 2015
  • Updated: 28 November 2015, 02:25 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story