ଦେବଗଡ: ଭୂୟାଁ ସାହି ନିକଟରୁ କୁଟୁରା ଉଦ୍ଧାର

ଦେବଗଡ: ଦେବଗଡ ସହର ମଧ୍ୟସ୍ଥ ଭୂୟାଁ ସାହି ନିକଟରୁ ଏକ କୁଟୁରାକୁ ବନ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। କୁଟୁରାଟି ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରୁ ସହର ମଧ୍ୟକୁ ପଶି ଆସିଥିବା ସନ୍ଦେହ  କରାଯାଉଛି।  କୁଟୁରାଟି ଆହତ ଥିବାରୁ ତାର ଚିକିତ୍ସା ଚାଲିଛି। ସୁସ୍ଥ ହେଲା ପରେ ତାକୁ ନନ୍ଦନକାନନ ବା ସମ୍ୱଲପୁର ଡିଅର ପାର୍କକୁ ସ୍ଥାନାନ୍ତର କରିବାକୁ ବ୍ୟବସ୍ଥା କରାଯିବ ବୋଲି ବନ ବିଭାଗ ପକ୍ଷରୁ  କୁହାଯାଇଛି।

Debagarh.

Debagarh.

Rakesh Mallick
  • Published: Wednesday, 06 July 2016
  • Updated: 06 July 2016, 12:54 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story