ଦଶରଥପୁରରେ ଅଗ୍ନିକାଣ୍ଡ, ୧୩ଟି ଦୋକାନ ପାଉଁଶ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁରର ଝୁମ୍ପୁରୀ ବଜାରରେ ଗତକାଲି ରାତି ପ୍ରାୟ ସାଢ଼େ ଦୁଇଟାରେ ନିଆଁ ଲାଗି ୧୩ଟି ଦୋକାନ ଭସ୍ମୀଭୂତ ହୋଇଯାଇଛି।  ମଙ୍ଗଳପୁର ଓ ଯାଜପୁରରୁ ଦୁଇଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ  ହୋଇଯାଇଛି।  ରାତିରେ ଏକ ବାହାଘର  ଶୋଭାଯାତ୍ରା ବେଳେ  ବାଣ ଫୁଟି ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।

fair

fair

Rakesh Mallick
  • Published: Thursday, 28 April 2016
  • Updated: 28 April 2016, 05:56 AM IST

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁରର ଝୁମ୍ପୁରୀ ବଜାରରେ ଗତକାଲି ରାତି ପ୍ରାୟ ସାଢ଼େ ଦୁଇଟାରେ ନିଆଁ ଲାଗି ୧୩ଟି ଦୋକାନ ଭସ୍ମୀଭୂତ ହୋଇଯାଇଛି।  ମଙ୍ଗଳପୁର ଓ ଯାଜପୁରରୁ ଦୁଇଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ  ହୋଇଯାଇଛି।

 ରାତିରେ ଏକ ବାହାଘର  ଶୋଭାଯାତ୍ରା ବେଳେ  ବାଣ ଫୁଟି ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story