ଦେବଗଡ଼: ଟ୍ରକ-ବାଇକ ମୁହାଁମୁହିଁ ଧକ୍କା,୨ କନଷ୍ଟେବଳ ମୃତ

ଦେବଗଡ଼: ଦେବଗଡ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ର ତିଳେଇବଣି ଦୁର୍ଗା ମନ୍ଦିର ନିକଟରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ କନଷ୍ଟେବଳଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ କଂସର ଫାଣ୍ଡିର ଉମାକାନ୍ତ ରାଜହଂସ ଓ ପ୍ରଫୁଲ୍ଲ ବେହେରା। ସେମାନେ ମେସ ଦାୟିତ୍ୱରେ ଥିବାରୁ ତିଳେଇବଣି ବଜାରରୁ ସଉଦା କରି କଂସର ଯାଉଥିବା ବେଳେ ସମ୍ୱଲପୁର ପଟୁ ଦେବଗଡ଼ ଆଡକୁ ଆସୁଥିବା ଏକ ଟ୍ରକ ସହିତ ସେମାନଙ୍କ ବାଇକର […]

Map_of_Deogarh_District

Map_of_Deogarh_District

Rakesh Mallick
  • Published: Tuesday, 24 November 2015
  • Updated: 24 November 2015, 03:09 PM IST

Sports

Latest News

ଦେବଗଡ଼: ଦେବଗଡ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ର ତିଳେଇବଣି ଦୁର୍ଗା ମନ୍ଦିର ନିକଟରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ କନଷ୍ଟେବଳଙ୍କର ମୃତ୍ୟୁ ଘଟିଛି।

ସେମାନେ ହେଲେ କଂସର ଫାଣ୍ଡିର ଉମାକାନ୍ତ ରାଜହଂସ ଓ ପ୍ରଫୁଲ୍ଲ ବେହେରା। ସେମାନେ ମେସ ଦାୟିତ୍ୱରେ ଥିବାରୁ ତିଳେଇବଣି ବଜାରରୁ ସଉଦା କରି କଂସର ଯାଉଥିବା ବେଳେ ସମ୍ୱଲପୁର ପଟୁ ଦେବଗଡ଼ ଆଡକୁ ଆସୁଥିବା ଏକ ଟ୍ରକ ସହିତ ସେମାନଙ୍କ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଦୁଇଜଣକର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଯୋଗୁ ଦୁଇଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା।

ଉମାକାନ୍ତ ରାଜହଂସଙ୍କ ଘର ମୃତକ ଦେବଗଡ ଜିଲ୍ଲା ସୁନାପଶିରେ ହୋଇଥିବା ବେଳେ ପ୍ରଫୁଲଙ୍କ ଘର ବରଗଡ ଜିଲ୍ଲା କଣ୍ଟାପାଲିରେ। ଦୂର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story