ଢେଙ୍କାନାଳ: କେଶରପୁର ଜଙ୍ଗଲରେ ପଥର ନିଲାମକୁ ବିରୋଧ

ଢେଙ୍କାନାଳ: ବାଲିକୋ ପଞ୍ଚାୟତରେ ପଥର ନିଲାମକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ତହସିଲ ପକ୍ଷରୁ କେଶରପୁର ଜଙ୍ଗଲକୁ ନିଲାମ କରାଯାଉଛି । ଯାହାକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ଜଙ୍ଗଲ ଉପରେ ୫ଟି ଗାଁର ଲୋକେ ନିର୍ଭର କରୁଛନ୍ତି। ଏପରି କି ଜଙ୍ଗଲର ସୁରକ୍ଷା ପାଇଁ ଲୋକେ ପାଳି କରି ଜଗୁଛନ୍ତି। ଏହସହ ପାହାଡ ପାଦଦେଶରେ ଶାଗୁଆନ ଗଛ ଲଗାଇଛନ୍ତି। ପାହାଡରୁ ପଥର ଉତ୍ତୋଳନ ଲାଗି ନିଲାମ […]

dhankanal

dhankanal

Rakesh Mallick
  • Published: Friday, 13 November 2015
  • Updated: 13 November 2015, 08:01 AM IST

Sports

Latest News

ଢେଙ୍କାନାଳ: ବାଲିକୋ ପଞ୍ଚାୟତରେ ପଥର ନିଲାମକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ତହସିଲ ପକ୍ଷରୁ କେଶରପୁର ଜଙ୍ଗଲକୁ ନିଲାମ କରାଯାଉଛି । ଯାହାକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ଜଙ୍ଗଲ ଉପରେ ୫ଟି ଗାଁର ଲୋକେ ନିର୍ଭର କରୁଛନ୍ତି। ଏପରି କି ଜଙ୍ଗଲର ସୁରକ୍ଷା ପାଇଁ ଲୋକେ ପାଳି କରି ଜଗୁଛନ୍ତି। ଏହସହ ପାହାଡ ପାଦଦେଶରେ ଶାଗୁଆନ ଗଛ ଲଗାଇଛନ୍ତି। ପାହାଡରୁ ପଥର ଉତ୍ତୋଳନ ଲାଗି ନିଲାମ ଦିଆଗଲେ ଏଠାରେ ପରିବେଶ ନଷ୍ଟ ହୋଇଯିବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏନେଇ ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯିବାରେ ମାଇନିଂ ପ୍ଲାନ ଆସିବା ପରେ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story