ଢେଙ୍କାନାଳ ଗୁଣ୍ଡିଚାପଡ଼ାରେ ଯାତ୍ରୀବାହୀ ବସରେ ଲାଗିଲା ନିଆଁ :ଅଳ୍ପକେ ବର୍ତ୍ତିଲେ ୫୦ ରୁ ଅଧିକ ଯାତ୍ରୀ

ଢେଙ୍କାନାଳ: ଢେଙ୍କାନାଳ ଗୁଣ୍ଡିଚାପଡ଼ାରେ ଯାତ୍ରୀବାହୀ ବସରେ ନିଆଁ ଲାଗିଯାଇଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବସଟି ବଲାଙ୍ଗିରରୁ ଭୁବନେଶ୍ୱର ଯାଉଥିଲା। ଗୁଣ୍ଡିଚାପଡ଼ା ନିକଟରେ ବସର ଆଗ ଚକା ଫାଟିଯିବାରୁ ପୁରା ବସରେ ନିଆଁ ଲାଗି ଯାଇଥିଲା। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସରୁ ଓହ୍ଲାଇ ଯାଇଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା।

dhakanal

dhakanal

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 11:57 AM IST

FotorCreatedଢେଙ୍କାନାଳ: ଢେଙ୍କାନାଳ ଗୁଣ୍ଡିଚାପଡ଼ାରେ ଯାତ୍ରୀବାହୀ ବସରେ ନିଆଁ ଲାଗିଯାଇଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବସଟି ବଲାଙ୍ଗିରରୁ ଭୁବନେଶ୍ୱର ଯାଉଥିଲା। ଗୁଣ୍ଡିଚାପଡ଼ା ନିକଟରେ ବସର ଆଗ ଚକା ଫାଟିଯିବାରୁ ପୁରା ବସରେ ନିଆଁ ଲାଗି ଯାଇଥିଲା। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସରୁ ଓହ୍ଲାଇ ଯାଇଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos