ଦୀପରୁ ନିଆଁ ଲାଗି ଦୁଇ ବଖରା ଜଳିଗଲା, ବୃଦ୍ଧ ମୃତ

ଆଠଗଡ଼: କଟକ ଜିଲ୍ଲା  ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗରର ଗରିଆପାଟ ଗାଁରେ ଆଜି ଅଖଣ୍ଡ ଦୀପରୁ ନିଆଁଲାଗି ଦୁଇ ବଖରା ଘର ଜଳିଯିବା ସହିତ ଶ୍ୱାସ ରୁଦ୍ଧ ହୋଇ ଜଣେ  ବୃଦ୍ଧଙ୍କର ମୃତ୍ୟୁ ଘଟିଛି।  ମୃତକ ଜଣଙ୍କ ହେଲେ ପବନୀ ଦାସ(୭୫)।  ଘରେ ନିଆଁ  ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଆଠଗଡ଼ ପୋଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

athagada

athagada

Rakesh Mallick
  • Published: Monday, 14 November 2016
  • Updated: 14 November 2016, 01:21 PM IST

Sports

Latest News

ଆଠଗଡ଼: କଟକ ଜିଲ୍ଲା  ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗରର ଗରିଆପାଟ ଗାଁରେ ଆଜି ଅଖଣ୍ଡ ଦୀପରୁ ନିଆଁଲାଗି ଦୁଇ ବଖରା ଘର ଜଳିଯିବା ସହିତ ଶ୍ୱାସ ରୁଦ୍ଧ ହୋଇ ଜଣେ  ବୃଦ୍ଧଙ୍କର ମୃତ୍ୟୁ ଘଟିଛି।  ମୃତକ ଜଣଙ୍କ ହେଲେ ପବନୀ ଦାସ(୭୫)।  ଘରେ ନିଆଁ  ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି।

ଆଠଗଡ଼ ପୋଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos