ଦୁର୍ଗାପୂଜା ଲାଗି କଟକରେ କଟକଣା କୋହଳ: ରାତି ୧୨ଟା ଯାଏଁ ଚାଲିପାରିବ ସାଂସ୍କୃତିକ କାର୍ଯ୍ୟକ୍ରମ

କଟକ: ଏଥରର ଦୂର୍ଗା ପୂଜାରେ କଟକ ସହରରେ ୪ଦିନ ପାଇଁ ରାତି ୧୦ଟା ବଦଳରେ ୧୨ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବାସହ ଡେକ୍ ବକ୍ସ ବାଜିପାରିବ। ଦୂର୍ଗାପୂଜା ପାଇଁ ରବିବାର ମହାନଗର ଶାନ୍ତି କମିଟି,  ପୋଲିସ ପ୍ରଶାସନ ଓ ଜିଲ୍ଲାପ୍ରଶାସନର ମିଳିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତା’ସହ ଭସାଣି ଶୋଭାଯାତ୍ରାର ରୁଟରେ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଛି। ମେଢ ଗୁଡିକ ଚୌଧୁରୀବଜାର ଛକରୁ ଫିରିଙ୍ଗବଜାର ପଟେ ଯିବା ପରିବର୍ତ୍ତେ ସିଧା ମ୍ୟୁନିସିପାଲିଟି ଭିତର ରାସ୍ତାରେ ଦେବୀଗଡା […]

cuttack

cuttack

Rakesh Mallick
  • Published: Monday, 21 September 2015
  • Updated: 21 September 2015, 03:03 AM IST

Sports

Latest News

କଟକ: ଏଥରର ଦୂର୍ଗା ପୂଜାରେ କଟକ ସହରରେ ୪ଦିନ ପାଇଁ ରାତି ୧୦ଟା ବଦଳରେ ୧୨ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବାସହ ଡେକ୍ ବକ୍ସ ବାଜିପାରିବ। ଦୂର୍ଗାପୂଜା ପାଇଁ ରବିବାର ମହାନଗର ଶାନ୍ତି କମିଟି,  ପୋଲିସ ପ୍ରଶାସନ ଓ ଜିଲ୍ଲାପ୍ରଶାସନର ମିଳିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତା’ସହ ଭସାଣି ଶୋଭାଯାତ୍ରାର ରୁଟରେ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଛି। ମେଢ ଗୁଡିକ ଚୌଧୁରୀବଜାର ଛକରୁ ଫିରିଙ୍ଗବଜାର ପଟେ ଯିବା ପରିବର୍ତ୍ତେ ସିଧା ମ୍ୟୁନିସିପାଲିଟି ଭିତର ରାସ୍ତାରେ ଦେବୀଗଡା ଅଭିମୁଖେ ଯିବ। ବୈଠକରେ ଦୁର୍ଗାପୂଜା ଓ ଭସାଣି ପ୍ରୋସେସନକୁ ଶୃଙ୍ଖଳିତ କରିବା ଉପରେ ଜୋର ଦିଆଯାଇଥିଲା। ଏଥିସହ ପୂଜା ସମୟରେ ସହରର ପରିମଳ ବ୍ୟବସ୍ଥା, ୨୪ଘଣ୍ଟିଆ ଜଳ ଓ ବିଦ୍ୟୁତ ଯୋଗାଣ, ରାସ୍ତାଘାଟର ମରାମତି ପାଇଁ ଜିଲ୍ଲା ପ୍ରଶାସନକୁ ଶାନ୍ତି କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ସେପଟେ ପ୍ରଦୂଷଣ ମୁକ୍ତ ଭସାଣି ପାଇଁ ଦେବୀଗଡାରେ ୪ଟି ଅସ୍ଥାୟୀ ପୋଖରୀ କରାଯିବାର ଯୋଜନା ରହିଛି। ଚଳିତ ବର୍ଷ କଟକ ସହରରେ ୪ଟି ନୂଆ ଚାନ୍ଦିମେଢ଼ ସମେତ ୧୫୬ ଟି ମେଢ଼ କରାଯାଉଛି। ଦୂର୍ଗାପୂଜା ପ୍ରସ୍ତୁତି ବୈଠକରେ କଟକ ସହରର ବିଭିନ୍ନ ପୂଜା କମିଟି କର୍ମକର୍ତ୍ତାଙ୍କ ସମେତ ସିଏମସି ମେୟର, କଟକ ଜିଲ୍ଳାପାଳ ଏବଂ ଜିଲ୍ଲାପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story