ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଞ୍ଜ ଜମିରିଡିହି ଗାଁରେ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ତେବେ ହାତୀଟିର ମୃତ୍ୟୁ କେମିତି ହେଲା ସେ ନେଇ ସ୍ପଷ୍ଟ ହୋଇନାହିଁ। ହାତୀର ଶୁଣ୍ଢରେ କ୍ଷତ ଚିହ୍ନ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।