କେନ୍ଦୁଝରରେ ମହିଳାଙ୍କୁ ଦଳି ଦେଲା ଦନ୍ତା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଭୁୟାଙ୍ଗ ପିଢ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଶଡ଼ା ଗାଁରେ ଅହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୃ ଘଟିଛି। ତାଙ୍କ ନାମ ଯମୁନା ଦେହୁରୀ। ଗତକାଲି ରାତିରେ ଯମୁନା ନିଜ ଘରକୁ ଫେରୁଥିବା ବେଳେ କଶଡ଼ା ଗାଁ ନିକଟରେ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଯମୁନାଙ୍କ ଦଳି ଦେଇଥିଲା। ବନବିଭାଗ କର୍ମଚାରୀ ହାତୀକୁ ଗୁଡ଼ାଇବା ସହ ଯମୁନାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ […]

kandujera

kandujera

Rakesh Mallick
  • Published: Monday, 12 September 2016
  • Updated: 12 September 2016, 07:08 PM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଭୁୟାଙ୍ଗ ପିଢ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଶଡ଼ା ଗାଁରେ ଅହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୃ ଘଟିଛି। ତାଙ୍କ ନାମ ଯମୁନା ଦେହୁରୀ। ଗତକାଲି ରାତିରେ ଯମୁନା ନିଜ ଘରକୁ ଫେରୁଥିବା ବେଳେ କଶଡ଼ା ଗାଁ ନିକଟରେ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଯମୁନାଙ୍କ ଦଳି ଦେଇଥିଲା। ବନବିଭାଗ କର୍ମଚାରୀ ହାତୀକୁ ଗୁଡ଼ାଇବା ସହ ଯମୁନାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ  ଗ୍ରାମବାସୀ ରେଞ୍ଜ ଅଫିସ ଘେରାଉ କରିଥିଲେ। ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦିଆଯିବ ବୋଲି ରେଞ୍ଜର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story