ଏଫଏଚଆରଏଆଇ ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀର ଦ୍ୱିତୀୟ ଦିନ, ଯୋଗଦେବେ କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଆଜି ମଧ୍ୟ ଏହି ସମ୍ମିଳନୀରେ ହୋଟେଲ ଓ ହସପିଟାଲିଟି ଇଣ୍ଡଷ୍ଟ୍ରୀର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ। କେନ୍ଦ୍ର ମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀ ଆଜି ଏହି ସମ୍ମୀଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶର ବିଭିନ୍ନ ଅଞ୍ଚଳରେ ଥିବା ହୋଟେଲଗୁଡ଼ିକ ଉଭୟ ସେବା ଓ ଦେୟ କ୍ଷେତ୍ରରେ କିଭଳି ଆକର୍ଷଣୀୟ ହୋଇପାରିବ, ହୋଟେଲ […]

puri

puri

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 07:26 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଆଜି ମଧ୍ୟ ଏହି ସମ୍ମିଳନୀରେ ହୋଟେଲ ଓ ହସପିଟାଲିଟି ଇଣ୍ଡଷ୍ଟ୍ରୀର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ। କେନ୍ଦ୍ର ମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀ ଆଜି ଏହି ସମ୍ମୀଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶର ବିଭିନ୍ନ ଅଞ୍ଚଳରେ ଥିବା ହୋଟେଲଗୁଡ଼ିକ ଉଭୟ ସେବା ଓ ଦେୟ କ୍ଷେତ୍ରରେ କିଭଳି ଆକର୍ଷଣୀୟ ହୋଇପାରିବ, ହୋଟେଲ ନଥିବା ଅଞ୍ଚଳରେ କିଭଳି ହୋଟେଲ ବ୍ୟବସାୟ ଆରମ୍ଭ କରାଯାଇ ପାରିବ, ଏସବୁ ଦିଗ ଉପରେ ସମ୍ମିଳନୀରେ ଆଲୋଚନାର ବିଷୟବସ୍ତୁ ରହିଛି। ଦେଶ-ବିଦେଶରୁ ଆସିଥିବା ହୋଟେଲ ମାଲିକମାନେ ସମ୍ମିଳନୀରେ ମତ ଉପସ୍ଥାପନ କରିଛନ୍ତି। ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ସମ୍ମିଳନୀର ଉଦଘାଟନୀ ଦିବସରେ ଗତକାଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିକଟରେ ସରକାର ଆଣିଥିବା ନୂଆ ଶିଳ୍ପନୀତିରେ ମଧ୍ୟ ଏନେଇ ସୁବିଧା ରହିଛି। ତେଣୁ ଏହାର ଫାଇଦା ନେବାକୁ ସେ ଉପସ୍ଥିତ ଉଦ୍ୟୋଗୀଙ୍କୁ ସେ ଆହ୍ୱାନ ଦେଇଛନ୍ତି। ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍, କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story