କୁଳଡିହା ଅଭୟାରଣ୍ୟରେ ନିଆଁ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରେ ନିଆଁ। ରଙ୍ଗାମାଟିଆ ନିକଟସ୍ଥ ଦ୍ୱାରଶୁଣୀ ଓ ପୁଟି ବନ୍ଧ ଜଙ୍ଗଲରେ ନିଆଁ ଜଳୁଥିବା ଆଜି ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମାତ୍ର ନିଆଁ କେମିତି ଲାଗିଲା ତାହା ଜଣାପଡ଼ିନି। କ୍ରମଶଃ ନିଆଁର ପ୍ରକୋପ ବଢ଼ୁଥିବାରୁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏହି ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ଔଷଧୀୟ ଗୁଳ୍ମ ଲତା ପୋଡି ଯାଇଛି।

kuldeha forest

kuldeha forest

Rakesh Mallick
  • Published: Tuesday, 25 April 2017
  • Updated: 25 April 2017, 09:36 PM IST

Sports

Latest News

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରେ ନିଆଁ। ରଙ୍ଗାମାଟିଆ ନିକଟସ୍ଥ ଦ୍ୱାରଶୁଣୀ ଓ ପୁଟି ବନ୍ଧ ଜଙ୍ଗଲରେ ନିଆଁ ଜଳୁଥିବା ଆଜି ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମାତ୍ର ନିଆଁ କେମିତି ଲାଗିଲା ତାହା ଜଣାପଡ଼ିନି। କ୍ରମଶଃ ନିଆଁର ପ୍ରକୋପ ବଢ଼ୁଥିବାରୁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏହି ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ଔଷଧୀୟ ଗୁଳ୍ମ ଲତା ପୋଡି ଯାଇଛି।

https://www.youtube.com/watch?v=8eOOkmMgPnc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos