ସମ୍ୱଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ

ସମ୍ୱଲପୁର: ସମ୍ୱଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମେଧାବୀ ଛାତ୍ରୀ ମାନଙ୍କୁ ଶୁକ୍ରବାର ମାଗଣା ଲାପଟପ୍ ବଣ୍ଟନ କରାଯାଇଛି। ସମ୍ୱଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଛାତ୍ରୀ ମାନଙ୍କୁ ଲ୍ୟାପଟପ୍ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଏହି ଲାପଟପ ବଣ୍ଟନ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱ ବିଦ୍ୟାଳୟର ଓ.ଏସ.ଡି, ରେଜିଷ୍ଟ୍ରାରଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ।

sambulpur

sambulpur

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 05:42 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story