ଯଜ୍ଞ ଦେଖିବାକୁ ଯାଇ ଦୁଷ୍କର୍ମ ଜାଲରେ ଛନ୍ଦି ହେଲେ ଯୁବତୀ

କେନ୍ଦୁଝର: ନାମଯଜ୍ଞ ଦେଖି ରାତିରେ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କୁ ଜଙ୍ଗଲକୁ ଟେକି ନେଇ ଗଣବଳାତ୍କାର କରିଥିଲେ। ଏପରି ନିନ୍ଦନୀୟ ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଘଟିଛି। ଗତ ୬ ତାରିଖ ରାତି ଗୋଟାଏ ବେଳେ ଜଣେ ୨୭ ବର୍ଷୀୟ ଯୁବତୀ ନାମଯଜ୍ଞ ଦେଖି ଘରକୁ ଫେରୁଥିଲେ। ତେବେ ଦୁଇ ଜଣ ଯୁବକ ତାଙ୍କୁ ବଳପୂର୍ବକ ଉଠାଇ ନେଇ ଜଙ୍ଗଲରେ ଗଣବଳାତ୍କାର କରିଥିବା ନେଇ ଆଜି ଥାନାରେ ଅଭିଯୋଗ […]

turumunga

turumunga

Rakesh Mallick
  • Published: Monday, 08 May 2017
  • Updated: 08 May 2017, 10:08 PM IST

Sports

Latest News

କେନ୍ଦୁଝର: ନାମଯଜ୍ଞ ଦେଖି ରାତିରେ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କୁ ଜଙ୍ଗଲକୁ ଟେକି ନେଇ ଗଣବଳାତ୍କାର କରିଥିଲେ। ଏପରି ନିନ୍ଦନୀୟ ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଘଟିଛି।

ଗତ ୬ ତାରିଖ ରାତି ଗୋଟାଏ ବେଳେ ଜଣେ ୨୭ ବର୍ଷୀୟ ଯୁବତୀ ନାମଯଜ୍ଞ ଦେଖି ଘରକୁ ଫେରୁଥିଲେ। ତେବେ ଦୁଇ ଜଣ ଯୁବକ ତାଙ୍କୁ ବଳପୂର୍ବକ ଉଠାଇ ନେଇ ଜଙ୍ଗଲରେ ଗଣବଳାତ୍କାର କରିଥିବା ନେଇ ଆଜି ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଯୁବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀମାଇନା କରିଛି। ଏହି ଘଟଣା ପରେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story