ଗୋ ସୁରକ୍ଷା ନେଇ ସଚେତନତା ଶୋଭାଯାତ୍ରା

ପଦ୍ମପୁର: ଗୋହତ୍ୟା ଓ ଗୋ ଚାଲାଣକୁ ବିରୋଧ କରି ରାୟଗଡା ଜିଲ୍ଲା ପଦ୍ମପୁରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗିରିଧାରି ମନ୍ଦିରଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ସ୍ଥାନୀୟ ଭଗବତ ଟୁଙ୍ଗି ନିକଟରେ ପହଞ୍ଚିଥିଲା। ଓଡିଶା ଗୋ ସେବା ସମିତି ଦ୍ୱାରା ଆୟୋଜିତ ବୈଠକରେ ଗୋ ପ୍ରେମୀ, ଗୋ ଭକ୍ତ, ଗୋ ସେବକମାନେ ଯୋଗ ଦେଇଥିଲେ। ଗୋ ସେବାର ମହତ ଉପାଦେୟ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ବହୁ ସାଧୁସନ୍ଥ ଯୋଗଦେଇ ଗୋ […]

padmapur

padmapur

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 05:25 AM IST

Sports

Latest News

ପଦ୍ମପୁର: ଗୋହତ୍ୟା ଓ ଗୋ ଚାଲାଣକୁ ବିରୋଧ କରି ରାୟଗଡା ଜିଲ୍ଲା ପଦ୍ମପୁରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗିରିଧାରି ମନ୍ଦିରଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ସ୍ଥାନୀୟ ଭଗବତ ଟୁଙ୍ଗି ନିକଟରେ ପହଞ୍ଚିଥିଲା। ଓଡିଶା ଗୋ ସେବା ସମିତି ଦ୍ୱାରା ଆୟୋଜିତ ବୈଠକରେ ଗୋ ପ୍ରେମୀ, ଗୋ ଭକ୍ତ, ଗୋ ସେବକମାନେ ଯୋଗ ଦେଇଥିଲେ। ଗୋ ସେବାର ମହତ ଉପାଦେୟ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ବହୁ ସାଧୁସନ୍ଥ ଯୋଗଦେଇ ଗୋ ସେବାର ଉପକାରିତା ଉପରେ ଆଲୋକପାତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos