ନାତିକୁ ବିଷ ପିଆଇ ନିଜେ ପିଇଲା ଅଜା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ତରତରା ବାହିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ଅଜା ନିଜେ ବିଷ ପିଇବା ସହିତ ୨ ବର୍ଷର ନାତିକୁ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଅଜା ବିମ୍ୱାଧର ନାୟକଙ୍କ ମୃତ୍ୟୁ ଘଟିଥିଲା। ମୃତ ବିମ୍ୱାଧର ତାଙ୍କର ଏକମାତ୍ର ଝିଅକୁ ବିବାହ ଦେଇଥିଲେ। ପରେ ଝିଅ ଓ ଜ୍ୱାଇଁକୁ ନିଜ ଘରେ ରଖିଥିଲେ। ହେଲେ ମଦ ପିଇବାକୁ ନେଇ ବାପା ଓ ଝିଅଙ୍କ ମଧ୍ୟରେ […]

mohana

mohana

Rakesh Mallick
  • Published: Tuesday, 06 September 2016
  • Updated: 06 September 2016, 10:42 PM IST

Sports

Latest News

mohanaକେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ତରତରା ବାହିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ଅଜା ନିଜେ ବିଷ ପିଇବା ସହିତ ୨ ବର୍ଷର ନାତିକୁ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଅଜା ବିମ୍ୱାଧର ନାୟକଙ୍କ ମୃତ୍ୟୁ ଘଟିଥିଲା।

ମୃତ ବିମ୍ୱାଧର ତାଙ୍କର ଏକମାତ୍ର ଝିଅକୁ ବିବାହ ଦେଇଥିଲେ। ପରେ ଝିଅ ଓ ଜ୍ୱାଇଁକୁ ନିଜ ଘରେ ରଖିଥିଲେ। ହେଲେ ମଦ ପିଇବାକୁ ନେଇ ବାପା ଓ ଝିଅଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଗତକାଲି ବିମ୍ୱାଧର ନିଶାସକ୍ତ ଅବସ୍ଥାରେ ୨ ବର୍ଷର ନାତିକୁ ବିଷ ପିଆଇବା ସହ ନିଜେ ପିଇ ଦେଇଥିଲା। ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ବିମ୍ୱାଧରଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏବେ ମଧ୍ୟ ନାତି ସଙ୍କଟାପନ୍ନ ଅବସ୍ଥାରେ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story