ରାୟଗଡ଼ାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଗୁହାପୁନମ ତାପସ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଆଇଏଏସ୍ ଅଫିସର ଗୁହାପୁନମ ତାପସ କୁମାର। ସେ ଦିନ ୧୧ଟା ବେଳେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ବେହେରାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ଗୁହାପୁନମ କହିଥିଲେ ଯେ ଜିଲ୍ଲାର ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନକୁ ଅଧିକ ପ୍ରାଧାନ୍ୟ ଦେଇ କାମ କରିବେ। ରାୟଗଡ଼ା ଏକ ମ୍ୟାଲେରିଆ ଓ ଡାଇରିଆ ପ୍ରବଣ ଜିଲ୍ଲା ହୋଇଥିବା ଯୋଗୁଁ ଲୋକଙ୍କୁ ଯେପରି ତ୍ୱରିତ ସ୍ୱାସ୍ଥ୍ୟସେବା […]

guhapunam

guhapunam

Rakesh Mallick
  • Published: Monday, 23 May 2016
  • Updated: 23 May 2016, 10:28 AM IST

Sports

Latest News

guhapunamରାୟଗଡ଼ା: ରାୟଗଡ଼ା ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଆଇଏଏସ୍ ଅଫିସର ଗୁହାପୁନମ ତାପସ କୁମାର। ସେ ଦିନ ୧୧ଟା ବେଳେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ବେହେରାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ଗୁହାପୁନମ କହିଥିଲେ ଯେ ଜିଲ୍ଲାର ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନକୁ ଅଧିକ ପ୍ରାଧାନ୍ୟ ଦେଇ କାମ କରିବେ। ରାୟଗଡ଼ା ଏକ ମ୍ୟାଲେରିଆ ଓ ଡାଇରିଆ ପ୍ରବଣ ଜିଲ୍ଲା ହୋଇଥିବା ଯୋଗୁଁ ଲୋକଙ୍କୁ ଯେପରି ତ୍ୱରିତ ସ୍ୱାସ୍ଥ୍ୟସେବା ମିଳି ପାରିବ ସେ ଦିଗରେ ସେ ଉଦ୍ୟମ କରିବେ ବୋଲି କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଦ୍ୱାରା ଜିଲ୍ଲାବାସୀ କିଭଳି ଉପକୃତ ହେବେ ସେ ଦିଗରେ ବି ଚେଷ୍ଟା କରିବେ ବୋଲି ନୂଆ ଜିଲ୍ଲାପାଳ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story