ଗୁଣପୁର: ଅଙ୍ଗନୱାଡ଼ି କର୍ମୀ ଚୟନରେ ଅନିୟମିତତା ଅଭିଯୋଗରେ ରାସ୍ତା ଅବରୋଧ

ଗୁଣପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍‌ କେନ୍ଦୁଗୁଡାରେ ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଆଜି ସକାଳେ ବ୍ରହ୍ମପୁର-ରାୟଗଡାକୁ ସଂଯୋଗ କରୁଥିବା ୧୭ ନମ୍ୱର ରାଜ୍ୟ ରାଜପଥକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନ ବାହାନ ଅଟକି ରହିଥିଲା। ଅଙ୍ଗନୱାଡି କର୍ମୀ ଚୟନରେ ଅନିୟମିତତା କରାଯାଇଥିବା ନେଇ ଗାଁ ଲୋକେ ବାରମ୍ୱାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣିନଥିଲେ। ଶେଷରେ ବାଧ୍ୟ ହୋଇ ଲୋକେ ରାସ୍ତା ଅବରୋଧ କରିଥିଲେ।

road block

road block

Rakesh Mallick
  • Published: Thursday, 07 July 2016
  • Updated: 07 July 2016, 12:06 PM IST

Sports

Latest News

ଗୁଣପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍‌ କେନ୍ଦୁଗୁଡାରେ ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଆଜି ସକାଳେ ବ୍ରହ୍ମପୁର-ରାୟଗଡାକୁ ସଂଯୋଗ କରୁଥିବା ୧୭ ନମ୍ୱର ରାଜ୍ୟ ରାଜପଥକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନ ବାହାନ ଅଟକି ରହିଥିଲା।

ଅଙ୍ଗନୱାଡି କର୍ମୀ ଚୟନରେ ଅନିୟମିତତା କରାଯାଇଥିବା ନେଇ ଗାଁ ଲୋକେ ବାରମ୍ୱାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣିନଥିଲେ। ଶେଷରେ ବାଧ୍ୟ ହୋଇ ଲୋକେ ରାସ୍ତା ଅବରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos