ଢେଙ୍କାନାଳ: ଅସୁସ୍ଥ ଛୁଆ ହାତୀ ଉଦ୍ଧାର      

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଆଳୁସିଂହା ଗାଁ ନିକଟରେ ଆଜି ଏକ ଅସୁସ୍ଥ ଛୁଆ ହାତୀକୁ  ଉଦ୍ଧାର କରାଯାଇଛି। ଏହି ଶାବକ ହାତୀର ବୟସ ପ୍ରାୟ ୪ରୁ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଖଲିବୋରେଇ ବିଟ୍ ହାଉସ୍ ଅନ୍ତର୍ଗତ ଆଳୁସିଂହା ଗାଁ ନିକଟରେ ହାତୀଟି ଏକ ପାଣି ଜମିଥିବା ଖାଲରେ ଖସିପଡ଼ିଥିଲା। ତେବେ ଅସୁସ୍ଥତା କାରଣରୁ  ହାତୀଟି ଖାଲ ଭିତରେ  ଖସି ପଡ଼ିଥିବା ଗାଁ ଲୋକେ କହିଛନ୍ତି। ଅସୁସ୍ଥ ହାତୀ ଛୁଆଟିକୁ […]

hati

hati

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 03:26 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଆଳୁସିଂହା ଗାଁ ନିକଟରେ ଆଜି ଏକ ଅସୁସ୍ଥ ଛୁଆ ହାତୀକୁ  ଉଦ୍ଧାର କରାଯାଇଛି। ଏହି ଶାବକ ହାତୀର ବୟସ ପ୍ରାୟ ୪ରୁ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଖଲିବୋରେଇ ବିଟ୍ ହାଉସ୍ ଅନ୍ତର୍ଗତ ଆଳୁସିଂହା ଗାଁ ନିକଟରେ ହାତୀଟି ଏକ ପାଣି ଜମିଥିବା ଖାଲରେ ଖସିପଡ଼ିଥିଲା। ତେବେ ଅସୁସ୍ଥତା କାରଣରୁ  ହାତୀଟି ଖାଲ ଭିତରେ  ଖସି ପଡ଼ିଥିବା ଗାଁ ଲୋକେ କହିଛନ୍ତି। ଅସୁସ୍ଥ ହାତୀ ଛୁଆଟିକୁ ଦେଖିବା ପାଇଁ ବନ ବିଭାଗ କର୍ମଚାରୀ  ଓ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ହାତୀଟି କାହିଁକି ଅସୁସ୍ଥ ହୋଇଛି ତାହା ଅଧିକ ଅନୁସନ୍ଧାନ ପରେ ଜଣାପଡ଼ିବ ବୋଲି ଡିଏଫ୍‌ଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story