ଇଲା ପଣ୍ଡା ସ୍ମୃତି ବକ୍ତୃତା ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ଇଡକଲ୍ ଅଡିଟୋରିୟମରେ ଶନିବାର ଅନୁଷ୍ଠିତ ହୋଇଯାଇଛି ଇଲା ପଣ୍ଡା ସ୍ମୃତି ବକ୍ତୃତା ପ୍ରଦାନ ଉତ୍ସବ। ଏହି ଅବସରରେ ବିଶିଷ୍ଠ ଚିତ୍ରଶିଳ୍ପୀ, ଲେଖକ ତଥା କଳା ଐତିହାସିକ ଡକ୍ଟର ଦୀନାନାଥ ପାଠୀ ଓଡ଼ିଶା ଚିତ୍ରକଳାର ବୈଭବ ସମ୍ପର୍କରେ ଆଲୋଚନା କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଖୋଦିତ କାଞ୍ଚି ବିଜୟ ଅଭିଯାନ ତଥା ରାଜ୍ୟର ଅନ୍ୟାନ୍ୟ ମନ୍ଦିରରେ ଖୋଦିତ ଚିତ୍ରକଳା ତାତ୍ତ୍ୱିକ ମହତ୍ତ୍ୱ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଏହି ଉତ୍ସବକୁ ବିଶିଷ୍ଟ କବି ତଥା ରେଭେନ୍ସା […]

ipca

ipca

Rakesh Mallick
  • Published: Saturday, 12 March 2016
  • Updated: 13 March 2016, 02:09 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଇଡକଲ୍ ଅଡିଟୋରିୟମରେ ଶନିବାର ଅନୁଷ୍ଠିତ ହୋଇଯାଇଛି ଇଲା ପଣ୍ଡା ସ୍ମୃତି ବକ୍ତୃତା ପ୍ରଦାନ ଉତ୍ସବ। ଏହି ଅବସରରେ ବିଶିଷ୍ଠ ଚିତ୍ରଶିଳ୍ପୀ, ଲେଖକ ତଥା କଳା ଐତିହାସିକ ଡକ୍ଟର ଦୀନାନାଥ ପାଠୀ ଓଡ଼ିଶା ଚିତ୍ରକଳାର ବୈଭବ ସମ୍ପର୍କରେ ଆଲୋଚନା କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଖୋଦିତ କାଞ୍ଚି ବିଜୟ ଅଭିଯାନ ତଥା ରାଜ୍ୟର ଅନ୍ୟାନ୍ୟ ମନ୍ଦିରରେ ଖୋଦିତ ଚିତ୍ରକଳା ତାତ୍ତ୍ୱିକ ମହତ୍ତ୍ୱ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଏହି ଉତ୍ସବକୁ ବିଶିଷ୍ଟ କବି ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଦେବଦାସ ଛୋଟରାୟ ଉଦ୍‌ଘାଟନ କରିଥିଲେ। ଇଲା ପଣ୍ଡା ସେଣ୍ଟର ଅଫ୍‌ ଆଟ୍ସ ବା ଇପ୍‌ ଆନୁକୁଲ୍ୟରେ ଏହି ଉତ୍ସବର ଅନୁଷ୍ଠିତ ହୋଇଥିଲା। ବିଶିଷ୍ଠ ଅନୁବାଦକ ଯତୀନ୍ଦ୍ର କୁମାର ନାୟକ ସଭାରେ ପୌରହିତ୍ୟ କରିଥିଲେ। ଇପକାର ଉପଦେଷ୍ଠା ମାନସ ରଞ୍ଜନ ଜେନା ଏବଂ ୟୁଏସଏମଏଲ ମାନବ ସମ୍ବଳ ବିଜୟ ରଥ ଏହି ଅବସରରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story