ଜି.ଉଦୟଗିରି: ନୁଡୁଲ୍ସ ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ

ଜି.ଉଦୟଗିରି: ନୁଡୁଲ୍ସ ଖାଇ ଚେତାଶୂନ୍ୟ ହୋଇଗଲେ ବାପା, ମା’ ଓ ଦୁଇ ପୁଅ। ଘଟଣା ଘଟିଛି ଗଜପତି ଜିଲ୍ଲା ଜି. ଉଦୟଗିରି ନିକଟ ପଦାସାହି ଗାଁରେ। ଗାଁର ଅକ୍ଷୟ ନାୟକ ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ଶନିବାର ରାତିରେ ନୁଡୁଲ୍ସ ଖାଇଥିଲେ। ଏହାପରେ ସମସ୍ତେ ଚେତାଶୂନ୍ୟ ହୋଇଯାଇଥିଲେ। ପଡ଼ୋଶୀ ଘର ଲୋକେ ସମସ୍ତ ୪ଜଣଙ୍କୁ ଜି .ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଦୁଇ ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବାବେଳେ ଉଭୟ ବାପା ଓ ମା’ଙ୍କ […]

nuduls

nuduls

Rakesh Mallick
  • Published: Sunday, 27 December 2015
  • Updated: 27 December 2015, 05:04 AM IST

Sports

Latest News

ଜି.ଉଦୟଗିରି: ନୁଡୁଲ୍ସ ଖାଇ ଚେତାଶୂନ୍ୟ ହୋଇଗଲେ ବାପା, ମା’ ଓ ଦୁଇ ପୁଅ। ଘଟଣା ଘଟିଛି ଗଜପତି ଜିଲ୍ଲା ଜି. ଉଦୟଗିରି ନିକଟ ପଦାସାହି ଗାଁରେ। ଗାଁର ଅକ୍ଷୟ ନାୟକ ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ଶନିବାର ରାତିରେ ନୁଡୁଲ୍ସ ଖାଇଥିଲେ। ଏହାପରେ ସମସ୍ତେ ଚେତାଶୂନ୍ୟ ହୋଇଯାଇଥିଲେ।

ପଡ଼ୋଶୀ ଘର ଲୋକେ ସମସ୍ତ ୪ଜଣଙ୍କୁ ଜି .ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଦୁଇ ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବାବେଳେ ଉଭୟ ବାପା ଓ ମା’ଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story