ଜଗତସିଂହପୁର: ସମୀର ମଲ୍ଲିକ ହତ୍ୟାକାରୀକୁ ଗିରଫ ଦାବିରେ ଥାନା ଆଗରେ ଧାରଣା

ଜଗତସିଂପୁର: ଜଗନ୍ନାଥପୁର ଗାଁର ଯୁବକ ସମୀର ମଲ୍ଲିକଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି ଜୋର ଧରିବାରେ ଲାଗିଛି। ଘଟଣାର ତ୍ୱରିତ ତଦନ୍ତ ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଗ୍ରାମବାସୀ ଆଜି ରଘୁନାଥପୁର ଥାନା ଆଗରେ ଧାରଣା ଦେଇଥିଲେ। ପୋଲିସ ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଗତ ୨୭ ତାରିଖରୁ ନିଖୋଜ ଥିବା ସମୀରଙ୍କ ମୁଣ୍ଡ ବିହୀନ ମୃତଦେହ ଗାଁର ଏକ ପରିତ୍ୟକ୍ତ ଜଳାଶୟ ନିକଟରୁ ଉଦ୍ଧାର କରାଯାଇଥିଲା। ଏହା ମଧ୍ୟରେ ୧୩ଦିନ […]

jagatshingpur

jagatshingpur

Rakesh Mallick
  • Published: Thursday, 10 December 2015
  • Updated: 10 December 2015, 11:58 AM IST

Sports

Latest News

ଜଗତସିଂପୁର: ଜଗନ୍ନାଥପୁର ଗାଁର ଯୁବକ ସମୀର ମଲ୍ଲିକଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି ଜୋର ଧରିବାରେ ଲାଗିଛି। ଘଟଣାର ତ୍ୱରିତ ତଦନ୍ତ ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଗ୍ରାମବାସୀ ଆଜି ରଘୁନାଥପୁର ଥାନା ଆଗରେ ଧାରଣା ଦେଇଥିଲେ। ପୋଲିସ ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଗତ ୨୭ ତାରିଖରୁ ନିଖୋଜ ଥିବା ସମୀରଙ୍କ ମୁଣ୍ଡ ବିହୀନ ମୃତଦେହ ଗାଁର ଏକ ପରିତ୍ୟକ୍ତ ଜଳାଶୟ ନିକଟରୁ ଉଦ୍ଧାର କରାଯାଇଥିଲା। ଏହା ମଧ୍ୟରେ ୧୩ଦିନ ବିତିଯାଇଥିଲେ ବି ପୋଲିସ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଟେର ପାଇନି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story