ଯାଜପୁର: ଭାଲୁ ଆକ୍ରମଣରେ ୪ ଆହତ

ଯାଜପୁର: ଯାଜପୁର ରୋଡ୍ ଚୋରଦାଠାରେ ଆଜି ଭାଲୁ ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାଲୁଟି ଲୋକମାନଙ୍କୁ ଆକ୍ରମଣ କରି ପଳାଇ ଯାଉଥିବା ବେଳେ ଏକ ନାଳରେ ପଡ଼ିଯାଇଥିଲା। ଭାଲୁଟିକୁ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। ଏଥିପାଇଁ ଭୁବନେଶ୍ୱରସ୍ଥିତ ନନ୍ଦନକାନନରୁ ଏକ ଟିମ୍‌ ପଠାଇବା ଅନୁରୋଧ କରାଯାଇଛି। ଗତକାଲି ରାତିରେ ଭାଲୁଟି ପାଟ୍ଟରଙ୍ଗା ଜଙ୍ଗଲରୁ ସହରକୁ ପଶି ଆସିଥିବା ଅନୁମାନ କରାଯାଉଛି। ଆଜି ସକାଳ ପ୍ରାୟ […]

bhalukamuda

bhalukamuda

Rakesh Mallick
  • Published: Thursday, 07 April 2016
  • Updated: 07 April 2016, 12:58 PM IST

Sports

Latest News

ଯାଜପୁର: ଯାଜପୁର ରୋଡ୍ ଚୋରଦାଠାରେ ଆଜି ଭାଲୁ ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାଲୁଟି ଲୋକମାନଙ୍କୁ ଆକ୍ରମଣ କରି ପଳାଇ ଯାଉଥିବା ବେଳେ ଏକ ନାଳରେ ପଡ଼ିଯାଇଥିଲା। ଭାଲୁଟିକୁ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। ଏଥିପାଇଁ ଭୁବନେଶ୍ୱରସ୍ଥିତ ନନ୍ଦନକାନନରୁ ଏକ ଟିମ୍‌ ପଠାଇବା ଅନୁରୋଧ କରାଯାଇଛି।

ଗତକାଲି ରାତିରେ ଭାଲୁଟି ପାଟ୍ଟରଙ୍ଗା ଜଙ୍ଗଲରୁ ସହରକୁ ପଶି ଆସିଥିବା ଅନୁମାନ କରାଯାଉଛି। ଆଜି ସକାଳ ପ୍ରାୟ ୯ଟାରେ ଯାଜପୁର ରୋଡ଼ ସହରରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏପରି କି ଭାଲୁଟି ୪ଜଣ ଲୋକଙ୍କୁ ଆକ୍ରମଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story