ଯାଜପୁର: ବାଇକ-ଟାଟା ମ୍ୟାଜିକ୍ ଧକ୍କା, ୨ ଗୁରୁତର, ଟାଟା ମ୍ୟାଜିକ ପୋଡି ଦେଲେ ଉତ୍ତ୍ୟକ୍ତ ଲୋକେ

ଯାଜପୁର: ଯାଜପୁର ରୋଡ଼ ମାନପୁର ଛକ ନିକଟରେ ଏକ ବାଇକ ଓ ଟାଟା ମ୍ୟାଜିକ ମଧ୍ୟରେ ଧକ୍କା ହୋଇ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଟାଟା ମ୍ୟାଜିକରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଦମକଳବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗୁରୁତର ଆହତ ହୋଇଥିବା ଦୁଇ ବାଇକ ଆରୋହୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ […]

jajpur

jajpur

Rakesh Mallick
  • Published: Sunday, 04 October 2015
  • Updated: 04 October 2015, 12:08 PM IST

Sports

Latest News

ଯାଜପୁର: ଯାଜପୁର ରୋଡ଼ ମାନପୁର ଛକ ନିକଟରେ ଏକ ବାଇକ ଓ ଟାଟା ମ୍ୟାଜିକ ମଧ୍ୟରେ ଧକ୍କା ହୋଇ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଟାଟା ମ୍ୟାଜିକରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଦମକଳବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗୁରୁତର ଆହତ ହୋଇଥିବା ଦୁଇ ବାଇକ ଆରୋହୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story