ଯାଜପୁର: ଡମ୍ପର ଧକ୍କାରେ ଜଣେ ମୃତ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଖରମଙ୍ଗି ଗାଁ ରାସ୍ତାରେ ଏକ ଡମ୍ପର ଧକ୍କାରେ ହୃଦାନନ୍ଦ ନାୟକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତା ମରାମତି ଓ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ବଡ଼ଚଣା ପୋଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ପୋଲିସ ଡମ୍ପରକୁ ଜବତ କରିଛି। ଆଜି ସକାଳେରେ ହୃଦାନନ୍ଦ ରାସ୍ତା ପାରି ହେଉଥିବା ବେଳେ ବାଲି ବୋଝେଇ ଡମ୍ପର ତାଙ୍କୁ ଧକ୍କା […]

jajpur

jajpur

Rakesh Mallick
  • Published: Thursday, 27 October 2016
  • Updated: 27 October 2016, 08:03 PM IST

Sports

Latest News

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଖରମଙ୍ଗି ଗାଁ ରାସ୍ତାରେ ଏକ ଡମ୍ପର ଧକ୍କାରେ ହୃଦାନନ୍ଦ ନାୟକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତା ମରାମତି ଓ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ବଡ଼ଚଣା ପୋଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ପୋଲିସ ଡମ୍ପରକୁ ଜବତ କରିଛି।

ଆଜି ସକାଳେରେ ହୃଦାନନ୍ଦ ରାସ୍ତା ପାରି ହେଉଥିବା ବେଳେ ବାଲି ବୋଝେଇ ଡମ୍ପର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story