ସାଧାରଣତନ୍ତ୍ର ପରେଡ୍‌ରେ ଭାଗ ନେବା ପାଇଁ ଦିଲ୍ଲୀ ଗଲେ ଓୟୁଏଟିର ଅଶ୍ୱାରୋହୀ ବାହିନୀ 

ଭୁବନେଶ୍ୱର: ୨୦୧୭ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହେଉଥିବା ପରେଡ୍‌ରେ ଭାଗ ନେବା ପାଇଁ ଆଜି ଦିଲ୍ଲୀ ଗଲା ଭୁବନେଶ୍ୱର ଓୟୁଏଟିର ଅଶ୍ୱାରୋହୀ ବାହିନୀ। ଟ୍ରେନ୍‌ର ଏକ ସ୍ପେଶାଲ ବଗିରେ ୫ଟି ଘୋଡ଼ାକୁ ଦିଲ୍ଲୀ ପଠାଯାଇଛି। ଆସନ୍ତାକାଲି ଏହି ଘୋଡ଼ାମାନେ ଦିଲ୍ଲୀରେ ପହଞ୍ଚିବେ। ବଗିରେ ଘୋଡ଼ାଙ୍କ ଖାଇବା, ପିଇବା ସହ ଔଷଧ ଆଦିର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ସେମାନଙ୍କ ଦେଖାଶୁଣା କରିବା ପାଇଁ ୮ ଜଣ କର୍ମଚାରୀ ମଧ୍ୟ ଯାଇଛନ୍ତି। ଗତବର୍ଷ ଅପେକ୍ଷା ଏଥର ଭଲ ଅଭ୍ୟାସ କରାଯାଇଥିବା […]

horse

horse

Rakesh Mallick
  • Published: Monday, 26 December 2016
  • Updated: 26 December 2016, 10:44 PM IST

Sports

Latest News

ଭୁବନେଶ୍ୱର: ୨୦୧୭ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହେଉଥିବା ପରେଡ୍‌ରେ ଭାଗ ନେବା ପାଇଁ ଆଜି ଦିଲ୍ଲୀ ଗଲା ଭୁବନେଶ୍ୱର ଓୟୁଏଟିର ଅଶ୍ୱାରୋହୀ ବାହିନୀ। ଟ୍ରେନ୍‌ର ଏକ ସ୍ପେଶାଲ ବଗିରେ ୫ଟି ଘୋଡ଼ାକୁ ଦିଲ୍ଲୀ ପଠାଯାଇଛି। ଆସନ୍ତାକାଲି ଏହି ଘୋଡ଼ାମାନେ ଦିଲ୍ଲୀରେ ପହଞ୍ଚିବେ। ବଗିରେ ଘୋଡ଼ାଙ୍କ ଖାଇବା, ପିଇବା ସହ ଔଷଧ ଆଦିର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ସେମାନଙ୍କ ଦେଖାଶୁଣା କରିବା ପାଇଁ ୮ ଜଣ କର୍ମଚାରୀ ମଧ୍ୟ ଯାଇଛନ୍ତି। ଗତବର୍ଷ ଅପେକ୍ଷା ଏଥର ଭଲ ଅଭ୍ୟାସ କରାଯାଇଥିବା ଯୋଗୁଁ ଭଲ ପ୍ରଦର୍ଶନ କରିବେ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story