ଫିଟ୍‌ନେସ୍‌ ନ ଥିବା ବସ୍‌କୁ ଜବତ କଲା ପରିବହନ ବିଭାଗ

ଲମତାପୁଟ: ପରମିଟ୍‌ ଓ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନଥିବା ଅଭିଯୋଗରେ ଝାରସୁଗୁଡ଼ା ଆଞ୍ଚଳିକ ପରିବହନ ବିଭାଗ ଆଜି ‘ଜୟ ମାତାଦି’ ନାମକ ଏକ ଘରୋଇ ବସ୍‌କୁ ଜବତ କରିଛି। ବସ୍‌ ନଂ.(ସିଜି୧୩-ଏ-୯୯୦୧)। ବସ୍‌ଟି ଛତିଶଗଡ଼ ରାଜ୍ୟର ବୋଲି ଜଣାପଡ଼ିଛି। ବସଟି ଛତିଶଗଡ଼ରୁ ଯାତ୍ରୀ ଧରି ଓଡ଼ିଆ ଆସୁଥିବା ବେଳେ ପରିବହନ ବହନ ବିଭାଗ ବସ୍‌ଟିକୁ କନକତୋରା ଅଞ୍ଚଳରୁ ଜବତ କରିଥିଲା।

lamtaput

lamtaput

Rakesh Mallick
  • Published: Tuesday, 29 November 2016
  • Updated: 29 November 2016, 05:42 PM IST

Sports

Latest News

ଲମତାପୁଟ: ପରମିଟ୍‌ ଓ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନଥିବା ଅଭିଯୋଗରେ ଝାରସୁଗୁଡ଼ା ଆଞ୍ଚଳିକ ପରିବହନ ବିଭାଗ ଆଜି ‘ଜୟ ମାତାଦି’ ନାମକ ଏକ ଘରୋଇ ବସ୍‌କୁ ଜବତ କରିଛି। ବସ୍‌ ନଂ.(ସିଜି୧୩-ଏ-୯୯୦୧)। ବସ୍‌ଟି ଛତିଶଗଡ଼ ରାଜ୍ୟର ବୋଲି ଜଣାପଡ଼ିଛି।

ବସଟି ଛତିଶଗଡ଼ରୁ ଯାତ୍ରୀ ଧରି ଓଡ଼ିଆ ଆସୁଥିବା ବେଳେ ପରିବହନ ବହନ ବିଭାଗ ବସ୍‌ଟିକୁ କନକତୋରା ଅଞ୍ଚଳରୁ ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos