ଜିଲ୍ଲା ପ୍ରଶାସନକୁ ୨ଟି ବୋଟ୍‌ ପ୍ରଦାନ କଲେ ବୈଜୟନ୍ତ

ଆଳି: ୨୩ ଲକ୍ଷ ଟଙ୍କାରେ କିଣା ଯାଇଥିବା ୨ଟି ଯନ୍ତ୍ରଚାଳିତ ବୋଟ୍‌ କେନ୍ଦ୍ରପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଏହି ବୋଟ୍‌ ଦୁଇଟି କିଣା ଯାଇଛି। ଆଳିର ଗଡ଼ଗଡି ଘାଟଠାରେ ଆୟୋଜିତ ଉତ୍ସବରେ ସାଂସଦ ପଣ୍ଡାଙ୍କ ସମେତ ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ପ୍ରତାପ ଦେବ, ଜିଲ୍ଲାପାଳ ଦେବରାଜ ସେନାପତି ଓ ଡିଆରଡିଏ ଅଧ୍ୟକ୍ଷ ଶ୍ରୀଧର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ୨ଟି ବୋଟରୁ […]

baijayanta

baijayanta

Rakesh Mallick
  • Published: Saturday, 25 June 2016
  • Updated: 25 June 2016, 09:57 PM IST

Sports

Latest News

ଆଳି: ୨୩ ଲକ୍ଷ ଟଙ୍କାରେ କିଣା ଯାଇଥିବା ୨ଟି ଯନ୍ତ୍ରଚାଳିତ ବୋଟ୍‌ କେନ୍ଦ୍ରପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଏହି ବୋଟ୍‌ ଦୁଇଟି କିଣା ଯାଇଛି।

ଆଳିର ଗଡ଼ଗଡି ଘାଟଠାରେ ଆୟୋଜିତ ଉତ୍ସବରେ ସାଂସଦ ପଣ୍ଡାଙ୍କ ସମେତ ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ପ୍ରତାପ ଦେବ, ଜିଲ୍ଲାପାଳ ଦେବରାଜ ସେନାପତି ଓ ଡିଆରଡିଏ ଅଧ୍ୟକ୍ଷ ଶ୍ରୀଧର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।

୨ଟି ବୋଟରୁ ଗୋଟିଏ ଆଳି ଓ ଅନ୍ୟଟିକୁ ପଟାମୁଣ୍ଡାଇ ତହସିଲକୁ ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos