ପର୍ଜଙ୍ଗ ଯୌତୁକପଶିକୁ ବସୁହ ପଞ୍ଚାୟତରେ ସାମିଲକୁ ଗାଁ ଲୋକଙ୍କ ବିରୋଧ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ବଡ଼ଝରା ପଞ୍ଚାୟତ ଯୌତୁକପଶି ଗ୍ରାମକୁ ନୂତନ ଭାବେ ଗଠିତ ବସୁହ ପଞ୍ଚାୟତରେ ସାମିଲ କରିବାକୁ ବିରୋଧକରି ଆଜି ଶତାଧିକ ଗାଁ ଲୋକେ ବଡ଼ଝରାଠାରେ ୫୩ ନମ୍ୱର ରାଜପଥକୁ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ଆଇନ୍‌ ଶୃଙ୍ଖଳା ଭଙ୍ଗ ଆଶଙ୍କା ଦୃଷ୍ଟିରୁ ପରଜଙ୍ଗ ପୋଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

parjanga

parjanga

Rakesh Mallick
  • Published: Tuesday, 23 August 2016
  • Updated: 23 August 2016, 01:49 PM IST

Sports

Latest News

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ବଡ଼ଝରା ପଞ୍ଚାୟତ ଯୌତୁକପଶି ଗ୍ରାମକୁ ନୂତନ ଭାବେ ଗଠିତ ବସୁହ ପଞ୍ଚାୟତରେ ସାମିଲ କରିବାକୁ ବିରୋଧକରି ଆଜି ଶତାଧିକ ଗାଁ ଲୋକେ ବଡ଼ଝରାଠାରେ ୫୩ ନମ୍ୱର ରାଜପଥକୁ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା।

ଆଇନ୍‌ ଶୃଙ୍ଖଳା ଭଙ୍ଗ ଆଶଙ୍କା ଦୃଷ୍ଟିରୁ ପରଜଙ୍ଗ ପୋଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos