ବିଜୁଳି ମରାମତି ବେଳେ ଚାଲିଗଲା ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରେ ବସିଲେ ଲୋକେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ନର୍ଲା ଷ୍ଟ୍ରକ୍‌ଚରରେ ବିଦ୍ୟୁତ ଆଘାତରେ ଆହତ ଠିକା ଶ୍ରମିକ ଲଳିତ ମାଝିଙ୍କର ଗତକାଲି ବିଳମ୍ୱିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତଦେହ ଜୟପାଟଣାରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ନବରଙ୍ଗପୁର-ଜୁନାଗଡ଼, ଭବାନୀପାଟଣା, ନବରଙ୍ଗପୁର, ଜୟପୁର ଓ ବଲାଙ୍ଗିର ମଧ୍ୟରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି। ଗତ ୧୯ ତାରିଖରେ […]

kalahandi

kalahandi

Rakesh Mallick
  • Published: Wednesday, 24 May 2017
  • Updated: 24 May 2017, 09:47 AM IST

Sports

Latest News

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ନର୍ଲା ଷ୍ଟ୍ରକ୍‌ଚରରେ ବିଦ୍ୟୁତ ଆଘାତରେ ଆହତ ଠିକା ଶ୍ରମିକ ଲଳିତ ମାଝିଙ୍କର ଗତକାଲି ବିଳମ୍ୱିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତଦେହ ଜୟପାଟଣାରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ନବରଙ୍ଗପୁର-ଜୁନାଗଡ଼, ଭବାନୀପାଟଣା, ନବରଙ୍ଗପୁର, ଜୟପୁର ଓ ବଲାଙ୍ଗିର ମଧ୍ୟରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି।

ଗତ ୧୯ ତାରିଖରେ ଲଳିତ ଏକ ବିଦ୍ୟୁତ ଖୁଣ୍ଟରେ ମରାମତି କରୁଥିବା ବେଳେ ଆହତ ହୋଇଥିଲେ। ତାଙ୍କୁ  ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story