କଳାହାଣ୍ଡି: ଝାଡାବାନ୍ତି ଓ ଜ୍ୱରରେ ୨ ମାସରେ ୨୭ ମୃତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କେରପାର ଓ ତଳନାଗୀ ପଞ୍ଚାୟତରେ ଝାଡ଼ାବାନ୍ତି ଏବଂ ଜ୍ୱରରେ ୨ ମାସରେ ୨୭ ଜଣଙ୍କ ମୃତ୍ୟୁ ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ଚେତା ପଶିଛି। ଏକ ମେଡିକାଲ ଟିମ୍‌ ଉକ୍ତ ପ୍ରଭାବିତ ଗାଁକୁ ଯାଇ ରକ୍ତ ନମୁନା ସଂଗ୍ରହ କରିଛି। ସିଡିଏମ୍‌ଓ କହିଛନ୍ତି, “କେରପାର ଓ ତଳନାଗୀ ପଞ୍ଚାୟତ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ସହଯ ହୋଇପାରୁନି। ତଥାପତି ଯୁଦ୍ଧ୍ୟକାଳୀନ ଭିତ୍ତିରେ ରୋଗୀଙ୍କୁ ଚିକିତ୍ସା ସୁବିଧା […]

kalahandi

kalahandi

Rakesh Mallick
  • Published: Saturday, 13 August 2016
  • Updated: 13 August 2016, 01:43 PM IST

Sports

Latest News

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କେରପାର ଓ ତଳନାଗୀ ପଞ୍ଚାୟତରେ ଝାଡ଼ାବାନ୍ତି ଏବଂ ଜ୍ୱରରେ ୨ ମାସରେ ୨୭ ଜଣଙ୍କ ମୃତ୍ୟୁ ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ଚେତା ପଶିଛି। ଏକ ମେଡିକାଲ ଟିମ୍‌ ଉକ୍ତ ପ୍ରଭାବିତ ଗାଁକୁ ଯାଇ ରକ୍ତ ନମୁନା ସଂଗ୍ରହ କରିଛି।

ସିଡିଏମ୍‌ଓ କହିଛନ୍ତି, “କେରପାର ଓ ତଳନାଗୀ ପଞ୍ଚାୟତ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ସହଯ ହୋଇପାରୁନି। ତଥାପତି ଯୁଦ୍ଧ୍ୟକାଳୀନ ଭିତ୍ତିରେ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବାକୁ ଚେଷ୍ଟା କରାଯାଉଛି। ତେବେ କେଉଁ ନିର୍ଦ୍ଦିଷ୍ଟ କରଣରୁ ରୋଗୀଙ୍କ ମୃତ୍ୟୁ ଘଟୁଛି ତାହା ଜଣାପଡ଼ୁନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story