କଳାହାଣ୍ଡି: ଯୁବତୀଙ୍କ ମୃତ୍ୟୁକୁ ନେଇ ସିରୋଲରେ ପୋଲିସ-ଗ୍ରାମବାସୀ ମୁହାଁମୁହି

କଳାହାଣ୍ଡି: ଜଣେ ଯୁବତୀଙ୍କ ମୃତ୍ୟୁକୁ କେନ୍ଦ୍ର କରି କଳାହାଣ୍ଡି ଜିଲ୍ଲା କେସିଙ୍ଗ ଥାନା ସିରୋଲ୍ ଗାଁରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି।ଗାଁ ଲୋକଙ୍କ ଆକ୍ରମଣରେ ପୋଲିସ ଘଟଣାସ୍ଥଳରୁ ପଳାଇଯାଇଛନ୍ତି। । ଆଜି ପୂର୍ବାହ୍ନରେ ଏହି ଘଟଣା ଘଟିଛି। ପୋଲିସ ସୂଚନାରୁ ଜଣାପଡ଼ିଛି ଯେ, ସିରୋଲ୍ ଗାଁ ର ତନୁ ନାଏକ ନାମକ ଜଣେ ବିବାହିତ ବ୍ୟକ୍ତିଙ୍କ ସହ ମୃତ ଯୁବତୀ ଜଣକ କୁଆଡେ଼ ଚାଲି ଯାଇଥିଲେ। ତେବେ ଶୁକ୍ରବାର ରାତିରେ ସଂପୃକ୍ତ ଯୁବତୀଙ୍କ ମୃତଦେହ ସେହି ଗାଁରୁ ଉଦ୍ଧାର […]

kalahadi

kalahadi

Rakesh Mallick
  • Published: Saturday, 07 November 2015
  • Updated: 07 November 2015, 08:43 AM IST

କଳାହାଣ୍ଡି: ଜଣେ ଯୁବତୀଙ୍କ ମୃତ୍ୟୁକୁ କେନ୍ଦ୍ର କରି କଳାହାଣ୍ଡି ଜିଲ୍ଲା କେସିଙ୍ଗ ଥାନା ସିରୋଲ୍ ଗାଁରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି।ଗାଁ ଲୋକଙ୍କ ଆକ୍ରମଣରେ ପୋଲିସ ଘଟଣାସ୍ଥଳରୁ ପଳାଇଯାଇଛନ୍ତି। । ଆଜି ପୂର୍ବାହ୍ନରେ ଏହି ଘଟଣା ଘଟିଛି।

ପୋଲିସ ସୂଚନାରୁ ଜଣାପଡ଼ିଛି ଯେ, ସିରୋଲ୍ ଗାଁ ର ତନୁ ନାଏକ ନାମକ ଜଣେ ବିବାହିତ ବ୍ୟକ୍ତିଙ୍କ ସହ ମୃତ ଯୁବତୀ ଜଣକ କୁଆଡେ଼ ଚାଲି ଯାଇଥିଲେ। ତେବେ ଶୁକ୍ରବାର ରାତିରେ ସଂପୃକ୍ତ ଯୁବତୀଙ୍କ ମୃତଦେହ ସେହି ଗାଁରୁ ଉଦ୍ଧାର କରାଯାଇଥିଲା। ଏନେଇ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। କିନ୍ତୁ ଘଟଣାସ୍ଥଳରେ ପୋଲିସ ବିଳମ୍ୱରେ ପହଞ୍ଚିଥିଲା। ଗାଁ ଲୋକେ ପୋଲିସକୁ ଘେରି ଯାଇଥିଲେ। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲା। ଏହି ଘଟଣା ପରେ ସିରୋଲ୍ ଗାଁକୁ ଆଡ଼ିସନାଲ୍ ଏସପିଙ୍କ ସମେତ ଏକ ଟିମ୍ ଯାଇ ଘଟଣାର ଖୋଳତାଡ଼ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story