ଭବାନୀପାଟଣା: ବସ୍ତିବାସିନ୍ଦାଙ୍କୁ  ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଡିଆରଡିଏ ଅଫିସ୍‌ ସମ୍ମୁଖରେ ଜନସମାବେଶ

ଭବାନୀପାଟଣା: ସରକାରୀ ଜାଗାରେ  ରହି ଆସୁଥିବା  ବସ୍ତି ବାସିନ୍ଦାଙ୍କୁ  ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଭବାନୀପାଟଣା ଡିଆରଡିଏ ଅଫିସ୍‌ ସମ୍ମୁଖରେ ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତି ଆଜି ବିଶାଳ ଜନସମାବେଶ କରିଥିଲା। ଗତ କିଛି ଦିନ ହେବ ଭବାନୀପାଟଣାରେ ରାସ୍ତା ସଂପ୍ରସାରଣ ପାଇଁ  ଜିଲ୍ଲା ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଆସୁଛି। ବିସ୍ଥାପିତଙ୍କୁ କୌଣସି ସାହାଯ୍ୟ ସହଯୋଗ କରାଯାଇ ନ ଥିବା ଅଭିଯୋଗ କରିଛି ସମିତି। ବର୍ଷ ବର୍ଷ ଧରି  ଏଠାରେ ରହି ଆସୁଥିବା ଲୋକଙ୍କୁ ସ୍ଥାୟୀ […]

jana samabesa

jana samabesa

Rakesh Mallick
  • Published: Monday, 22 August 2016
  • Updated: 22 August 2016, 02:44 PM IST

Sports

Latest News

ଭବାନୀପାଟଣା: ସରକାରୀ ଜାଗାରେ  ରହି ଆସୁଥିବା  ବସ୍ତି ବାସିନ୍ଦାଙ୍କୁ  ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଭବାନୀପାଟଣା ଡିଆରଡିଏ ଅଫିସ୍‌ ସମ୍ମୁଖରେ ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତି ଆଜି ବିଶାଳ ଜନସମାବେଶ କରିଥିଲା। ଗତ କିଛି ଦିନ ହେବ ଭବାନୀପାଟଣାରେ ରାସ୍ତା ସଂପ୍ରସାରଣ ପାଇଁ  ଜିଲ୍ଲା ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଆସୁଛି।

ବିସ୍ଥାପିତଙ୍କୁ କୌଣସି ସାହାଯ୍ୟ ସହଯୋଗ କରାଯାଇ ନ ଥିବା ଅଭିଯୋଗ କରିଛି ସମିତି।

ବର୍ଷ ବର୍ଷ ଧରି  ଏଠାରେ ରହି ଆସୁଥିବା ଲୋକଙ୍କୁ ସ୍ଥାୟୀ ପଟ୍ଟା ଦେବା ପରିବର୍ତ୍ତେ ସହରର ସୌନ୍ଦର୍ଯ୍ୟକରଣ ଓ  ବିକାଶ ନାଁରେ ବିସ୍ଥାପିତ କରାଯାଉଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story