କଲ୍ୟାଣସିଂହପୁର: ସର୍ଚ୍ଚ ଅପରେସନ ବେଳେ ୩୦କେଜି ଓଜନର ଲ୍ୟାଣ୍ଡମାଇନ ସହ ମାଓ ପୋଷ୍ଟର ଜବତ

କଲ୍ୟାଣସିଂହପୁର: ସର୍ଚ୍ଚ ଅପରେସନ ବେଳେ ୩୦କେଜି ଓଜନର ଲ୍ୟାଣ୍ଡମାଇନ ସହ ମାଓ ପୋଷ୍ଟର ଜବତ କରିଛି କଳାହାଣ୍ଡି ପୋଲିସ୍। ଗତକାଲି ବିଶ୍ୱନାଥପୁର ରେଞ୍ଜର ତାଦିବରି ଜଙ୍ଗଲରେ ମାଓ ପୋଷ୍ଟର ଲାଗିଥିବା ଖବର ପାଇ ବିଜେପୁର ପୋଲିସ୍ ଘଟଣାସ୍ଥଳକୁ ଯାଇଥିଲା। ସେଠାରୁ ମାଓ ପୋଷ୍ଟର ଜବତ କରିଥିଲା। ପରେ କମ୍ୱିଂ ଅପରେସନ ବେଳେ ପୋଲ ତଳେ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ସୁରକ୍ଷା କର୍ମୀମାନେ ଦେଖିବାକୁ ପାଇଥିଲେ। ଖବରପାଇ ୪ର୍ଥ ବାଟାଲିୟନର କମାଣ୍ଡାଣ୍ଟ ମନୋଜ କୁମାର ଶର୍ମା ବୋମା ନିଷ୍କ୍ରିୟକାରୀ ଟିମ୍ […]

kalahandi

kalahandi

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 08:34 AM IST

Sports

Latest News

କଲ୍ୟାଣସିଂହପୁର: ସର୍ଚ୍ଚ ଅପରେସନ ବେଳେ ୩୦କେଜି ଓଜନର ଲ୍ୟାଣ୍ଡମାଇନ ସହ ମାଓ ପୋଷ୍ଟର ଜବତ କରିଛି କଳାହାଣ୍ଡି ପୋଲିସ୍। ଗତକାଲି ବିଶ୍ୱନାଥପୁର ରେଞ୍ଜର ତାଦିବରି ଜଙ୍ଗଲରେ ମାଓ ପୋଷ୍ଟର ଲାଗିଥିବା ଖବର ପାଇ ବିଜେପୁର ପୋଲିସ୍ ଘଟଣାସ୍ଥଳକୁ ଯାଇଥିଲା। ସେଠାରୁ ମାଓ ପୋଷ୍ଟର ଜବତ କରିଥିଲା। ପରେ କମ୍ୱିଂ ଅପରେସନ ବେଳେ ପୋଲ ତଳେ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ସୁରକ୍ଷା କର୍ମୀମାନେ ଦେଖିବାକୁ ପାଇଥିଲେ।

ଖବରପାଇ ୪ର୍ଥ ବାଟାଲିୟନର କମାଣ୍ଡାଣ୍ଟ ମନୋଜ କୁମାର ଶର୍ମା ବୋମା ନିଷ୍କ୍ରିୟକାରୀ ଟିମ୍ ସହ ସେଠାରେ ପହଞ୍ଚି ସିମେଣ୍ଟ୍ ବସ୍ତାରେ ବନ୍ଧା ହୋଇଥିବା ଲ୍ୟଣ୍ଡମାଇନକୁ ଉଦ୍ଧାର କରିଥିଲେ। ଶର୍ମା ବୋମା ନିଷ୍କ୍ରିୟକାରୀ ଟିମ୍ ଏହାକୁ ନିଷ୍କ୍ରିୟ କରିଥିଲେ। ଫଳରେ ମାଓବାଦୀମାନେ କରିଥିବା ଏକ ବଡ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story