କାମାକ୍ଷାନଗର: ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା  କାମାକ୍ଷାନଗର  ବ୍ଲକ୍‌ ହଳଦୀକୁଣ୍ଡି ଛକରେ ଆଜି ସକାଳେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ହଳଦୀକୁଣ୍ଡିର ଚଳିଆ ପ୍ରଧାନ ଓ ବାଲିକୁମା ପଞ୍ଚାୟତ କଇଁଆସାହିର ନିଧି ଟିସ୍କୁ। ଆଜି ସକାଳେ ପ୍ରବଳ ବର୍ଷା ହେବାରୁ ଉଭୟେ ହଳଦୀକୁଣ୍ଡି ଛକରେ ଥିବା ଏକ ଘରେ ଆଶ୍ରୟ ନେଇଥିଲେ। ସେଠାରେ ବଜ୍ରପାତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।

death

death

Rakesh Mallick
  • Published: Thursday, 14 July 2016
  • Updated: 14 July 2016, 09:48 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story