ଦୋଳି ରଶିରେ ଚାପି ହୋଇ ଶିଶୁ ମୃତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିକୁଦା ଦଣ୍ଡପଦର କଲୋନୀସାହିରେ ଜଣେ ୬ ବର୍ଷତ ଶିଶୁ ଆଜି ଘର ସମ୍ମୁଖରେ ଲାଗିଥିବା ଦୋଳିରେ ଝୁଲୁଥିବା ବେଳେ ରଶିଟି ତା’ ବେକରେ ଚାପି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା।